| ପ୍ରକାଶନ ସ୍ଥାନ: | ଭୁବନେଶ୍ୱର |
| ପ୍ରକାଶନ ଆରମ୍ଭ ବର୍ଷ: | ୧୯୮୯ |
| ପ୍ରତିଷ୍ଠାତା: | |
| ପ୍ରତିଷ୍ଠାତା ସମ୍ପାଦକ: | ଶୈଳରାଣୀ ମିଶ୍ର |
| ପତ୍ରିକା ପ୍ରକାଶନ କାଳ: | ମାସିକ |
| ପତ୍ରିକା ସମ୍ପର୍କୀତ ତଥ୍ୟ: | ଏହି ପତ୍ରିକା ମୁଖ୍ୟତଃ ଏକ ମାସିକ ସାହିତ୍ୟ ପତ୍ରିକାଭାବେ ପ୍ରକାଶ ପାଉଛି। ଏହା ସହିତ ଏଥିରେ କଳା, ସଂସ୍କୃତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଲେଖା ପ୍ରକାଶିତ ହେଉଛି। |