ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ନାରୀ

  • କି ଦେଇ ପୂଜିବି ତୋତେ
    ଭକତିର ଚେନା ଫୁଲେ
    ବାସନାର ଗନ୍ଧ କାହିଁ ଆଜି?

    ନୈବେଦ୍ୟର ଥାଳି ହାତେ ଧରି
    ରକ୍ତ ରଙ୍ଗେ କେ ଖେଳିଛି ହୋରି?

    ଚନ୍ଦନ ସିନ୍ଦୂର ଟୋପା ନୁହେଁ
    ଦର୍ପାହତ ମଥା ଆଜି
    ଲୁଣ୍ଠିତ ମୋ ଶିରୀ!

    ନିଜତ୍ବର ସନ୍ଦିହାନ ପଥେ
    ପଚାରିବି କାହା ହାତ ଧରି
    ଜନ୍ମ କିବା ବୃଥା ମୋର ଅବା
    କଳଙ୍କିତ ମୁଁ ଯେ ଅଶରିରୀ!!

    ପୂଜା ତୋର ନ ହେଉ ଏ ହାତେ
    ଅପାବନ ଏ ମନ ମନ୍ଦିରେ
    ପିତା,ପୁତ୍ର, ଭ୍ରାତୃ ନୁହେଁ ଆଜି
    ତୋ ଚରଣେ ଦୋଷୀ ମୁଁ, ହେ ନାରୀ।

    ପାଠକୀୟ ଆଦୃତି

    ୩୨୮ ଦୃଷ୍ଟି ଆକର୍ଷଣ
    ମନ୍ତବ୍ୟ ସଂଖ୍ୟା

    ତୁଣ୍ଡ ବାଇଦ

    ଶୁଭେନ୍ଦୁ ମହାନ୍ତି,

    -: ଆଉ କେତୋଟି କବିତା :-

    ଶାନ୍ତି

    -: ପାଠକୀୟ ମତାମତ :-
    • ୧. ବିକାଶ ବିଶ୍ବାଳ, ଭଦ୍ରକ | ମାର୍ଚ୍ଚ୍ ୧୮, ୨୦୧୩ - ୧୨:୨୭ ଅପରାହ୍ନ

      ବହୁତ ଭଲ ଲାଗୁଛି ଭାଇ ଓଡ଼ିଆ ଗଳ୍ପପଢିବାକୁ ଆଉ ପିଲାଦିନ କଥାବି ମନେ ପଢିଯାଉଛି। ଏଭଳି ଲେଖିଚାଲନ୍ତୁ ମତାମତ ଜାରିରହିବ। ଧନ୍ୟବାଦ

    • ୨. ଅକ୍ଷୟ କୁମାର ରଥ, ଗୁଣପୁର, ରାୟଗଡ ଜିଲ୍ଲା, ଓଡିଶା | ଏପ୍ରିଲ୍ ୨୫, ୨୦୧୬ - ୧୨:୨୮ ଅପରାହ୍ନ

      “କୁପୁତ୍ରୋ ଜାୟେତ କ୍ୱଚିଦପି କୁମାତା ନ ଭବତି”॥
      ଧନ୍ୟବାଦ

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP