ରାସ୍ତା ଦୁଇପାଦ
ଅନନ୍ତ ଯାଏଁ ଲମ୍ବିଛି ଏଇ ରାସ୍ତା। ତହିଁରୁ କେବଳ ଚାରିପାଦ ଆମର ଆୟୁଷ୍କାଳ ଯେ, ସେତକ ବି ଚାଲିହେଲାନି ଠିକ୍ଭାବେ। କେତେ ସହଜ ଥିଲା କୁହ ଜହ୍ନଗୀତ..
Loading...
ଆଧୁନିକ
ଅନନ୍ତ ଯାଏଁ ଲମ୍ବିଛି ଏଇ ରାସ୍ତା। ତହିଁରୁ କେବଳ ଚାରିପାଦ ଆମର ଆୟୁଷ୍କାଳ ଯେ, ସେତକ ବି ଚାଲିହେଲାନି ଠିକ୍ଭାବେ। କେତେ ସହଜ ଥିଲା କୁହ ଜହ୍ନଗୀତ..
ପାହାଡ଼ ସେପାଖୁ ଉଇଁ ଆସେ ରବି ନାଲିଆ ମୁରୁଜ ବୁଣି, ହମ୍ବାରଡ଼ି ଶୁଭେ ଗାଈ ଗୁହାଳରୁ ଶୁଭେ ପକ୍ଷୀର କାକଳି ।୧। ପାହାନ୍ତି ପହରର କୁମ୍ଭାଟୁଆ ଡାକ..
କେହି ଜଣେ କହିଥିଲେ ଦୁଇଟି ନିଆଁର ସମାହାର ଦୁନିଆ କେବେ ଏନ୍ତୁଡ଼ି କେବେ ଚିତାର ରଡ଼ ନିଆଁ। ଏବେ କିନ୍ତୁ ଜାଣି ହେଲାଣି ଅଲଗା ଅଲଗା ଦୁଇଟି..
ଚଲା ବଉଦର ରୂପ ପ୍ରୀତିମୟ ମନର ବଉଦ କଳା। ପ୍ରେମର ବଉଦ ଡରି ଡରି ଘୂରେ ଇଚ୍ଛାର ବଉଦ ମେଲା। ଆଶାର ଶବଦ ସୁନ୍ଦରତର ସତର ଶବଦ..
ଗାରପକା ରଫ୍ଖାତା ପୃଷ୍ଠାରେ ଶାନ୍ତ, ସୁଧାର ରେଳଗାଡ଼ିଟିଏ ପରି ଶବ୍ଦର ଅନେକ ଡବାନେଇ ଠିଆହୋଇଥିବା ବାକ୍ୟଟିଏ ହଠାତ୍ ଧାଇଁବାକୁ ଆରମ୍ଭ କରେ ପାଗଳ ପରି ତୀବ୍ର ବେଗରେ,..
ଲଗ୍ନ ଏବେ ବିଚିତ୍ର ଅନୁଭବ! କେତେବେଳୁ ଶୂନ୍ୟରେ ସମର୍ପି ଦେଇଚି ଦେହ ମନ ବିବେକ! ଶୁଭୁନି ମାଙ୍ଗଳିକ ଛୁଉଁନି ମତୁଆଲି ପବନ ନିଆଁପାଣି ମାରଣାସ୍ତ୍ର ଲାଗୁଚି ପ୍ରତ୍ୟେକ..
ମାଛ ଭର୍ତ୍ତି ଏକ୍ବିରମ୍କୁ ଦେଖିଲେ ମନେପଡ଼େ ସତେ ଯେମିତି ଏମିତି ହିଁ ମୋର ଭାଗ୍ୟ। ମାଛଟି କିପରି ଛଟପଟ ହୁଏ ନିଜ ପରିଧିରେ, ଯେତେଥର ଚେଷ୍ଟାକରେ ମୁକୁଳିବାକୁ..
ଅଝଟିଆ ଶଇଶବ ଏବେ ବି ଜଗିଚି କେଶପୁର ରେଳଷ୍ଟେସନରେ। ଓଡ଼ିଶା ଯିବ, ଜେଜେ ମା’ କାନି ଧରି କ୍ଷେତ୍ରବାସୀ ହେବ। କଉଶଳେ କାନି ଛଡ଼ାଇ ମାଆ ପଳେଇଲା,..
ଶବ୍ଦ ସହ ଖେଳି ଖେଳି କ୍ଲାନ୍ତ ହୋଇପଡ଼ିଥିବା ଯାଦୁକର ଶୋଇଯାଇଛି ଏବେ ନିଘୋଡ଼ ନିଦରେ। ଶାନ୍ତ, ସୁଧାର, ବିଭୋର ଏବେ ଶବ୍ଦମାନେ କ୍ରମଶଃ ଫିଟି ପଡ଼ୁଛନ୍ତି କବିତାରୁ..
ଉଠ ବନ୍ଧୁ। ଉଠ। ଆଗେଇ ଚାଲ କଦମ୍ କଦମ୍ ଚାଲ! ଚାଲ! ଦୂର ଶେଷସୀମା ଯାଏଁ, ଯେଉଁଠି ଅରଣ୍ୟ ଦାଢ଼ରେ ଛୋଟ କୁଡ଼ିଆଘର ସେ’ପାଖେ ସୂର୍ଯ୍ୟ ଅସ୍ତଯାଏ..
ତମ ଗାଁରେ ଝିପିଝିପି ମେଘ ବରଷିଲେ ମୋ ଗାଁ ଅନେଇ ରହେ ତମ କିଆ ଗୋହିରୀରେ ମୟୁର ନାଚିଲେ ମୋ ଗାଁ ଉଦାସ ହୁଏ। ତମେ ଚଉଁରାମୂଳେ..
ଶବଦଜାଲର ଅସମର୍ଥ ସମୟ ଇ ଗଢୁଥାଏ ଆଖି ନ ପାଉଥିବା ଇଲାକାରେ ସ୍ବପ୍ନଙ୍କୁ ଜନ୍ମ ଦେବାରେ ବିତାଉଥିବାର ଜୀବନ। ବନ୍ଦ ହଉ ଆଖି, ଡୋଳାରେ ନାଚୁ ଶୂନ୍ୟତାର..
ଯେଉଁଠି ବାଜେନି ଚୁଡ଼ି ସେ ଘର, ଘର ନୁହେଁ ନର୍କ ଯେଉଁଠି ଶୁଭେନି ଚୁଡ଼ିର ରୁଣୁଝୁଣୁ ଗୀତ ସେ ଘର, ଘର ନୁହେଁ ମନେ ହୁଏ ସତେ..
ଲହୁଲୁହରେ ମୁଁ ଜୁଡ଼ୁବୁଡ଼ୁ ହୋଇ ପଳପଳ ମୋର ହୃଦୟ ଯାଉଛି ଜଳି ସଖାସୋଦର ଓ ଆତ୍ମୀୟସ୍ବଜନ ବିଶ୍ବାସରେ ମତେ ବିଷ ଦିଆଇଲେ କା’ପାଖେ କରିବ ଅଳି। ଜୀବନ..
ରହସ୍ୟ ଜର୍ଜର ଏକ ଉଷୁମ ପ୍ରତୀକ୍ଷା କାଲିର ସକାଳ। ଠିକ୍ କେଉଁ ଦିଗକୁ ଫିଟିବ ଝର୍କା ଜଣାନାହିଁ। ଆଖିବୁଜି ଡେଇଁ ପଡ଼ିଲେ ବି ସଠିକ୍ କୋଳକୁ ଖସିବ..
କାଲିରାତିରୁ ସରିଲାଣି ଏ ଯୁଦ୍ଧ ବାରିପଟେ ଦିଶିଲାଣି ଧାପେ ଆଲୁଅ, ସୂର୍ଯ୍ୟ ଉଠିଲାଣି, ଉଠ। ଆଖିତଳ କଳା ଦାଗ ଆମ ଦୁଃଖ କେଇଟୋପା ଲୁହରେ ଧୋଇ ଯିବନି..
Enter your email address below to subscribe to my newsletter
ମହୀୟସୀ କବୟିତ୍ରୀ (କୁନ୍ତଳା କୁମାରୀ ସାବତ)ଙ୍କର ଶେଫାଳି ପ୍ରତି କବିତା ବହୁତ ଉଚ୍ଚକୋଟିର ଏବଂ ତତ୍ତ୍ବ ଭିତ୍ତିକ। ଏଠାର.. More
ସୁନ୍ଦର କବିତା! ସୌଭାଗ୍ୟ କୁମାରଙ୍କର ଆହୁରି ଅନେକ କାଳଜୟୀ କବିତା ରହିଚି। ତନ୍ମଧ୍ୟରୁ କେତୋଟି ପତ୍ରସ୍ଥ କରିବାକୁ ଅନୁର.. More
ଖୁବ୍ ଭଲ ଲାଗିଲା| ସୁନୀଲ୍ ଭାଇ, ଅନେକ ଧନ୍ୟବାଦ। ସମ୍ପୂର୍ଣ ସମପର୍ଣର କଥା ଏଠାରେ ଦେଖେଇଛନ୍ତି। ଆବେଗ ରହିଛି ଏ କବିତାର.. More
ବହୁତ ସୁନ୍ଦର କବିତା। ଶବ୍ଦ ସଂଯୋଜନା ଅତି ଉତ୍ତମ।.. More
ବାଗଦେବୀ! ଲେଖା ବହୁତ୍ ଭଲ ଲାଗିଲା। ଆହୁରି ଲେଖ।.. More
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭