Loading...
ପଦ୍ୟ ଓ କବିତା
ଅତିରଞ୍ଜିତ ଅଭିନୟ ଯୋଗୁଁ ବହିର୍ଭୂତ ମୁଁ ମଞ୍ଚରୁ ମନୋରମ ଶବ୍ଦ ପଛରେ ଗୋଲ୍ଗୋଲ୍ କଥା ଉହାଡ଼ରେ ଲୁଚାଇ ରଖିଥିବା ଛଳନାର ବାରୁଦ ବିସ୍ଫୋରଣରେ ନିଜର ହିଁ ଅପମୃତ୍ୟୁ..
ଚୂଲିରେ ବସିଚି ଭାତହାଣ୍ଡି ଫୁଟୁଚି ଭାତ ଆଞ୍ଜୁଳେ ଦାନାର ଇନ୍ଦ୍ରଜାଲ ଚୂଲି ତଳେ ନିଆଁ ଓ ପାଉଁଶ। ଆଞ୍ଜୁଳେ ଦାନା ଯୋଗାଡ଼ିବାକୁ ଗଛତୋଳା, ଖଣିଖୋଳା, ପୋଖରୀଖୋଳା ପୁଣି..
କଲମ ଚାଳକ ଏ କି ସମୟ ଆସିଗଲା? କଲମ ଚାଳକ ତ କେବେବି କହୁ ନଥିଲେ ମୁଁ ଫର୍ୱାର୍ଡ଼ ମୁଁ ବେକ୍ୱାର୍ଡ଼। ଆଗୁଆ ପଛୁଆ ବର୍ଗ ବର୍ଣ୍ଣ..
ଅନନ୍ତ ଯାଏଁ ଲମ୍ବିଛି ଏଇ ରାସ୍ତା। ତହିଁରୁ କେବଳ ଚାରିପାଦ ଆମର ଆୟୁଷ୍କାଳ ଯେ, ସେତକ ବି ଚାଲିହେଲାନି ଠିକ୍ଭାବେ। କେତେ ସହଜ ଥିଲା କୁହ ଜହ୍ନଗୀତ..
ପାହାଡ଼ ସେପାଖୁ ଉଇଁ ଆସେ ରବି ନାଲିଆ ମୁରୁଜ ବୁଣି, ହମ୍ବାରଡ଼ି ଶୁଭେ ଗାଈ ଗୁହାଳରୁ ଶୁଭେ ପକ୍ଷୀର କାକଳି ।୧। ପାହାନ୍ତି ପହରର କୁମ୍ଭାଟୁଆ ଡାକ..
ଜୋଛନା ଗୋ! ତୁମେ ଲୁଚନା, ନୀଳ ଆକାଶର ନୀଳ ମେଘ ତଳେ ଲୁଚନା। ଓହ୍ଲାଇ ଆସଗୋ ଏ ଉତ୍କଳ ଭୂମେ ଝରାଇ ସୁଷମା ବନ୍ୟା, ଉତ୍ତୁଙ୍ଗ ଶିଖରୀ..
କେହି ଜଣେ କହିଥିଲେ ଦୁଇଟି ନିଆଁର ସମାହାର ଦୁନିଆ କେବେ ଏନ୍ତୁଡ଼ି କେବେ ଚିତାର ରଡ଼ ନିଆଁ। ଏବେ କିନ୍ତୁ ଜାଣି ହେଲାଣି ଅଲଗା ଅଲଗା ଦୁଇଟି..
ଚଲା ବଉଦର ରୂପ ପ୍ରୀତିମୟ ମନର ବଉଦ କଳା। ପ୍ରେମର ବଉଦ ଡରି ଡରି ଘୂରେ ଇଚ୍ଛାର ବଉଦ ମେଲା। ଆଶାର ଶବଦ ସୁନ୍ଦରତର ସତର ଶବଦ..
ଗାରପକା ରଫ୍ଖାତା ପୃଷ୍ଠାରେ ଶାନ୍ତ, ସୁଧାର ରେଳଗାଡ଼ିଟିଏ ପରି ଶବ୍ଦର ଅନେକ ଡବାନେଇ ଠିଆହୋଇଥିବା ବାକ୍ୟଟିଏ ହଠାତ୍ ଧାଇଁବାକୁ ଆରମ୍ଭ କରେ ପାଗଳ ପରି ତୀବ୍ର ବେଗରେ,..
ଲଗ୍ନ ଏବେ ବିଚିତ୍ର ଅନୁଭବ! କେତେବେଳୁ ଶୂନ୍ୟରେ ସମର୍ପି ଦେଇଚି ଦେହ ମନ ବିବେକ! ଶୁଭୁନି ମାଙ୍ଗଳିକ ଛୁଉଁନି ମତୁଆଲି ପବନ ନିଆଁପାଣି ମାରଣାସ୍ତ୍ର ଲାଗୁଚି ପ୍ରତ୍ୟେକ..
ମାଛ ଭର୍ତ୍ତି ଏକ୍ବିରମ୍କୁ ଦେଖିଲେ ମନେପଡ଼େ ସତେ ଯେମିତି ଏମିତି ହିଁ ମୋର ଭାଗ୍ୟ। ମାଛଟି କିପରି ଛଟପଟ ହୁଏ ନିଜ ପରିଧିରେ, ଯେତେଥର ଚେଷ୍ଟାକରେ ମୁକୁଳିବାକୁ..
ଅଝଟିଆ ଶଇଶବ ଏବେ ବି ଜଗିଚି କେଶପୁର ରେଳଷ୍ଟେସନରେ। ଓଡ଼ିଶା ଯିବ, ଜେଜେ ମା’ କାନି ଧରି କ୍ଷେତ୍ରବାସୀ ହେବ। କଉଶଳେ କାନି ଛଡ଼ାଇ ମାଆ ପଳେଇଲା,..
ଶବ୍ଦ ସହ ଖେଳି ଖେଳି କ୍ଲାନ୍ତ ହୋଇପଡ଼ିଥିବା ଯାଦୁକର ଶୋଇଯାଇଛି ଏବେ ନିଘୋଡ଼ ନିଦରେ। ଶାନ୍ତ, ସୁଧାର, ବିଭୋର ଏବେ ଶବ୍ଦମାନେ କ୍ରମଶଃ ଫିଟି ପଡ଼ୁଛନ୍ତି କବିତାରୁ..
ଉଠ ବନ୍ଧୁ। ଉଠ। ଆଗେଇ ଚାଲ କଦମ୍ କଦମ୍ ଚାଲ! ଚାଲ! ଦୂର ଶେଷସୀମା ଯାଏଁ, ଯେଉଁଠି ଅରଣ୍ୟ ଦାଢ଼ରେ ଛୋଟ କୁଡ଼ିଆଘର ସେ’ପାଖେ ସୂର୍ଯ୍ୟ ଅସ୍ତଯାଏ..
ତମ ଗାଁରେ ଝିପିଝିପି ମେଘ ବରଷିଲେ ମୋ ଗାଁ ଅନେଇ ରହେ ତମ କିଆ ଗୋହିରୀରେ ମୟୁର ନାଚିଲେ ମୋ ଗାଁ ଉଦାସ ହୁଏ। ତମେ ଚଉଁରାମୂଳେ..
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭