ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସନତ ରାୟ

ସାମ୍ପ୍ରତିକ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ପ୍ରଗତିଶୀଳ କବି ଭାବରେ ସନତ୍‌ ରାୟ(୧୯୫୫-୨୦୧୦) ଏକ ସ୍ବତନ୍ତ୍ର ନାମ। ତାଙ୍କର ପ୍ରତ୍ୟେକ କବିତା ହୃଦୟକୁ ସ୍ପନ୍ଦିତ କରିବା ସହ ମସ୍ତିଷ୍କକୁ ଆନ୍ଦୋଳିତ କରି ଦେବାର ସାମର୍ଥ୍ୟ ମଧ୍ୟ ରଖେ। ଇସ୍ପାତ ସହର ରାଉରକେଲାରେ ଅଧ୍ୟାପନା ବୃତ୍ତିରେ କାର୍ଯ୍ୟ କରୁଥିଲାବେଳେ ଅସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶ୍ରୀ ରାୟ ଗଳ୍ପ ଓ ପ୍ରବନ୍ଧ ସହିତ ବିଭିନ୍ନ ସାହିତ୍ୟ ଆଲୋଚନାମୂଳକ ରଚନା ଲେଖିଥିଲେ ସୁଦ୍ଧା ଜଣେ କବି ଭାବେ ଅଧିକ ପ୍ରତିଷ୍ଠା ଲାଭ କରିଥିଲେ। ତାଙ୍କର ଜୀବଦ୍ଦଶା ମଧ୍ୟରେ ଶ୍ରୀ ରାୟ, ରାଉରକେଲା ସହରର ଅନେକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଜଡ଼ିତ ରହି ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଅନେକ କାର୍ଯ୍ୟ କରିଯାଇଛନ୍ତି। ତାଙ୍କ ରଚିତ କବିତା ସଙ୍କଳନ ମଧ୍ୟରେ ‘ଜଟାୟୁର ଡେଣା’, ‘ଆରକୂଳ’, ‘ଅଭିମନ୍ତ୍ର’, ‘ମାଣିକରୁ ମାରିୟମ୍‌ ଓ ଅନ୍ୟମାନେ’ ଆଦି ଅନ୍ୟତମ।

ମାଣିକରୁ ମାରିୟମ୍‌

ଅଠାନବେ ମସିହାର କେଉଁ ଏକ ପଉଷ କାଳର ଭିଜା ଶୀତୁଆ ସଞ୍ଜରେ ଭେଟିଥିଲି ତାକୁ, ଇବ୍‌ ନଈ ଆରପାରି ବନ୍ଧପାଲି ଗାଁ ମୁଣ୍ଡ ଶାଳବଣ ଉହାଡ଼ରେ ବାଣ୍ଟି...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP