ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ନନ୍ଦ କିଶୋର ବଳ

ବାଗ୍ମୀ ବିଶ୍ବନାଥ କର ଏବଂ ଭକ୍ତକବି ମଧୁସୂଦନ ରାଓଙ୍କର ଶିଷ୍ୟ ଭାବେ ପଲ୍ଲୀକବି ନନ୍ଦକିଶୋର ବଳ(୧୮୭୫-୧୯୨୮) ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ଓଡ଼ିଶାର ଗ୍ରାମ ଓ ପଲ୍ଲୀର ପ୍ରାକୃତିକ ପରିବେଶ ଉପରେ ତାଙ୍କର ଅଧିକାଂଶ ଲେଖାଗୁଡ଼ିକ ପର୍ଯ୍ୟବେଶିତ ହୋଇଥିବାରୁ ସେ ପଲ୍ଲୀକବି ଭାବେ ପରିଚିତ ହୋଇଥିଲେ।

ତାଙ୍କ ଦ୍ୱାରା ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ନିର୍ଝରିଣୀ’, ‘ପଲ୍ଲୀଚିତ୍ର’, ‘ନିର୍ମାଲ୍ୟ ’, ‘ସନ୍ଧ୍ୟା ସଙ୍ଗୀତ’ ଆଦି ଅନ୍ୟତମ। ସେହିପରି ଯୌତୁକ ପରି ସାମାଜିକ ବ୍ୟାଧି ଉପରେ ସେ ‘କନକଲତା’ ନାମକ ଏକ ଉପନ୍ୟାସ ମଧ୍ୟ ଲେଖିଥିଲେ। ତାଙ୍କ ସମୟର ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ନନ୍ଦକିଶୋର ବଳ ବେଶ୍‌ ପ୍ରତିଷ୍ଠା ଲାଭ କରିଥିଲେ।

ଲକ୍ଷ୍ମୀ

ନାରାୟଣଙ୍କ ଗୃହ ଆଜି ଲକ୍ଷ୍ମୀ ଆଲୋକିତ କରିଛନ୍ତି। ସମସ୍ତ କଷ୍ଟ ଦୂର ହୋଇଛି। ଶୋଭା ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ମୂର୍ତ୍ତିମତୀ ଲକ୍ଷ୍ମୀ ଆଜି ତାଙ୍କ ଘରେ।...

ନାନାବାୟା ଗୀତ

ବରଷା ରାତିରେ ଯେ ଯାହାର ଘରେ ଶୁଅନ୍ତି ସମସ୍ତେ ଯାଇଁ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ। ପହିଲି ଆଷାଢ଼େ ବରଷଇ ମେଘ ଆଣ୍ଠୁଆଣି...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP