ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ମୃତ୍ୟୁଞ୍ଜୟ ରଥ

ବିଶିଷ୍ଟ ଓଡ଼ିଆ ମଧୁସୂଦନ ରାଓ ଓ ମଧୁସୂଦନ ଦାଶଙ୍କ ଭଳି ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ମୃତ୍ୟୁଞ୍ଜୟ ରଥ((୧୮୮୨-୧୯୨୪) ଓଡ଼ିଆ ସାହିତ୍ୟର ଜଣେ ପ୍ରତିଷ୍ଠିତ ଓ ପରିଚିତ ସାରସ୍ୱତ ସାଧକ ଥିଲେ। ତାଙ୍କ ସାହିତ୍ୟ ସାଧନାର ପରିସର ପ୍ରବନ୍ଧ, ଜୀବନୀ, ସାହିତ୍ୟ ସମାଲୋଚନା, ଭାଷାତତ୍ତ୍ୱର ଆଲୋଚନା ଓ ପ୍ରତ୍ନତତ୍ତ୍ୱର ଅନୁଶୀଳନ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଶ୍ରୀ ରଥ ତାଙ୍କର ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେତେବେଳର ଓଡ଼ିଆ ପାଠ୍ୟ ପୁସ୍ତକ ଅଭାବକୁ ଦୃଷ୍ଟିରେ ରଖି ଅନେକ ପାଠ୍ୟ ପୁସ୍ତକ ରଚନା କରିଥିଲେ।

ତାଙ୍କ ଦ୍ୱାରା ରଚିତ ଅନେକ ପ୍ରବନ୍ଧ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଏକ ନୂତନ ଦିଗ ଦେବାରେ ସହାୟକ ହୋଇଥିଲା। ତାଙ୍କର ସାହିତ୍ୟ ସମାଲୋଚନା କାର୍ଯ୍ୟ ମଧ୍ୟରେ ସାରଳା ଦାସଙ୍କଠାରୁ ଆରମ୍ଭ କରି ମଧ୍ୟକାଳୀନ ବିଭିନ୍ନ କବି, ଆଧୁନିକ କାଳର ଫକୀର ମୋହନ, ରାଧାନାଥ ଓ ମଧୁସୁଦନଙ୍କ ରଚନା ସମ୍ପର୍କରେ ଆଲୋଚନା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା।

ଆଡ଼ମ୍ବର

ଆଡ଼ମ୍ବରପ୍ରିୟତା ଏ ଯୁଗର ଗୋଟିଏ ଲକ୍ଷଣ। କି ରାଜନୀତି, କି ଧର୍ମନୀତି, କି ସମାଜନୀତି, ସର୍ବତ୍ର କିଛି ହେଲେ ଆଡ଼ମ୍ବର ରହିଅଛି। ସମସ୍ତଙ୍କ ଦୃଷ୍ଟିଟା ଯେପରିକି ବାହାରେ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP