ପୁନର୍ମିଳନ
ଭାବିଛି ସମସ୍ତ ପଥ ମୁଖ ଛବି ତାର କେମନ୍ତେ ମୋ ପାଶେ ପୁଣି, ତାର ଅଭିସାର ହୋଇବ ବିରହ ପରେ; ଭାଷି ମୁଁ କି ବାଣୀ ଡାକିବି...
Loading...
ଭାବିଛି ସମସ୍ତ ପଥ ମୁଖ ଛବି ତାର କେମନ୍ତେ ମୋ ପାଶେ ପୁଣି, ତାର ଅଭିସାର ହୋଇବ ବିରହ ପରେ; ଭାଷି ମୁଁ କି ବାଣୀ ଡାକିବି...
ପ୍ରଦୀପ ଜଳୁଛି କିପାଁ? ଲିଭାଅ ତାହାରେ ତବ ରୂପ-ଶିଖା ଜଳ ଘନ ଅନ୍ଧକାରେ। ଠିଆ ହୁଅ କକ୍ଷ ମଧ୍ୟେ, ଧୀରେ ଧୀରେ ଧୀରେ ଅଙ୍ଗ ଆବରଣ ଅଙ୍ଗ...
ନିରୋଳ ପଉଷ ସଂଧ୍ୟା, ଗହନ ବନାନୀ, ପର୍ବତ ଉଢ଼ାଳେ ଖସେ ସାୟନ୍ତନ ରବି, ଶୁଭେ ଖାଲି ଏଠି ସେଠି ପତତ୍ରୀର ବାଣୀ ନିର୍ମେଘ ଗଗନ-ଏକ ସ୍ବର୍ଣ୍ଣ ଦୀପ୍ତ...
ତୁମର କରୁଣାର ଯୋଗ୍ୟ ନୁହେଁ ମୁଁ ଯେ- ତୁମ କରୁଣା କିପାଁ ମାଗିବି, ଦେଇଛ ଯେଉଁ ଦୁଃଖ ନିବିଡ଼ ଦାବ-ଦାହ, ନୀରବେ ପ୍ରାଣେ ପ୍ରାଣେ ଭୋଗିବି। ତୁମର...
ଭିଖାରୀ ଗାଉଛି ଗୀତ, ଗାଆରେ ଭିଖାରୀ ଶୁଣୁଛି ମୁଁ, ବାତାୟନ ପାଶେ କାନ ପାରି। ଧୂଳି-ବିମଳିନ ଦେହ, ଜୀର୍ଣ୍ଣ ଦେହ-ବାସ, ଶୀର୍ଣ୍ଣମୁଖେ ଦାରିଦ୍ର୍ୟର ବିଶଦ ବିଳାସ, ଦାଣ୍ଡେ...
ଧୂଳି ହୋଇ ମିଶିଛି ମାଟିରେ କେତେ କେତେ ସମ୍ରାଟର ଘର ସହସ୍ର ସମାଗମ ଯହିଁ ସେଥି ଆଜି ଚରେ ବନେଚର। କିନ୍ତୁ ଦୂରେ ଦରିଦ୍ର ପଲ୍ଲୀରେ କୁଟୀମାଳା...
(ସନେଟ୍) ଜନ୍ମେ ଜନ୍ମେ କରି ଯାହା ଯେତେ ଅନ୍ବେଷଣ, ତୃପ୍ତି ଖୋଜି ଏଣେ ତେଣେ ଧାଇଁଥିବି ଯାହା, ପାଇଛି ଯା ଜନ୍ମେ ଜନ୍ମେ ତୋଷଣ, କଷଣ, ହେ...
ପରିଣୟ-ପୀଠ ପରେ ଚାରି-ଚକ୍ଷୁ-ବିସ୍ମିତ-ମିଳନ ପ୍ରଥମେ ଯିବନେ ସେ ଯେ ଘେନି ସ୍ୱପ୍ନ-ରସୋଚ୍ଛଳ ମନ, ଆଜି ସଖି ମନେପଡ଼େ, ଲାଜେ ଲାଜେ ଟେକି ଉତ୍ତରୀୟ କିଶୋରୀ-ନୟନ ଦେଇ ଚାହିଁଥିଲ...
ଆଣ ତବ କର ସଖି, ଧରେ ମୁଁ ନିବିଡ଼େ ଚାଲିବା ସରଣୀ ଖୋଜି, ଏ ସଂସାର ଭିଡ଼େ, ଜୀବନ-ସଂଗ୍ରାମ କାଟି। ମିଥ୍ୟା, ବ୍ୟଭିଚାର, ଦାରିଦ୍ର୍ୟ, ଲାଞ୍ଛନା, ଦୁଃଖ,...
(୧) ଶିଳାଗୃହ ଅନ୍ଧକାରବାସୀ ମୁଁ, ଜନନୀ ଧରଣୀ, ନଥିଲି ଜାଣି, ଅଛି ଲୋ ତୋ ପୂରେ ଏମନ୍ତ ରୂପର ଲୀଳା; ନ ବାହୁଁ ତରଣୀ ଆଜି ଏ...
ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ ବିସ୍ତୀର୍ଣ୍ଣ ପ୍ରକୃତି ଜହିଁ ଦିଗମ୍ବର ବେଶେ ବୃକ୍ଷହୀନ-ହେମକାନ୍ତ-ସିକତା ବିସ୍ତାର ମହୋଦଧି ତଟ-ପ୍ରାନ୍ତେ। ସିନ୍ଧୁ ସିକତାରେ କ୍ରୀଡ଼ନ୍ତି ନିଶୀଥେ ତହିଁ...
ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)