ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ମନମୋହନ ମିଶ୍ର

ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଏବଂ ତତ୍କାଳୀନ ସାମନ୍ତବାଦୀ ଓ ଔପନିବେଶିକ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ହାସଲ କରିବା ଲକ୍ଷ ନେଇ ମନମୋହନ ମିଶ୍ର(୧୯୨୦-୨୦୦୦) କବିତା ଲେଖିବା, ସ୍ବର ସଂଯୋଜନା କରିବା ଏବଂ ସ୍ବରଚିତ କବିତାଗୁଡ଼ିକୁ ଆବୃତ୍ତି କରି ଦେଶର ଅଗଣିତ ଖଟିଖିଆ, ମୁକ୍ତିକାମୀ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ। କବି ମନମୋହନ ଦୀର୍ଘ ୬୬ ବର୍ଷ ଧରି ଅସଂଖ୍ୟ ବିଳ୍ପବୀ କବିତା ରଚନା କରି ଯାଇଛନ୍ତି।

ପୀଡ଼ିତ ଲୋକ ପ୍ରାଣର ସ୍ବର ଓ ମର୍ମବେଦନା ତାଙ୍କ କବିତାର ଏକ ପ୍ରମୁଖ ଉପାଦାନ। ଜଣେ ବାମପନ୍ଥୀ ନେତା, ସ୍ବାଧୀନତା ସଂଗ୍ରାମୀ ସହିତ ଆଜୀବନ ଶୋଷଣ, ଅତ୍ୟାଚାର ଓ ଅବିଚାର ବିରୋଧରେ ଲଢ଼େଇ କରିଥିବା ନିଜ ଜୀବନର ଅଭିବ୍ୟକ୍ତିକୁ ହିଁ ସେ କବିତାରେ ରୂପ ଦେଉଥିଲେ। କବିତା ବ୍ୟତୀତ ‘ଚଳନ୍ତି ଭାଷାର ପ୍ରୟୋଗ’ ଓ ‘ଚଳନ୍ତି ଭାଷାର ବିଜ୍ଞାନ’ ହେଉଛି ତାଙ୍କ ରଚିତ ଓଡ଼ିଆ ଭାଷାର ଦୁଇ ଉପାଦେୟ ପୁସ୍ତକ।

କିଣିଖିଆ ଗୁହାରି

ଘେନାକର ସରକାର କିଣିଖିଆ ଗୁହାରି କିଣିଖିଆ ଗୁହାରି । ଘୋଷା । ଅଖା ପଟ ବୋହି ବୋହି କୁରୁମ ଆମେ, ପଶୁଠୁଁ ହୀନ ବହିଛୁଁ ମଣିଷ ନାମେ...

ଆହେ ଓଡ଼ିଶାର ଜନତା

ଆହେ ଓଡ଼ିଶାର ଜନତା ପୋଡ଼ିଯାଉ ମୋର ଲେଖକ ହେବାର ନଗଲା ଯଦି ମୋ ବାରତା। ପୋଡ଼ିଯାଉ ମୋର ସଳଖ ସୁନ୍ଦର ନାନା କାରୁକାମ ଶବଦ, ପୋଡ଼ିଯାଉ ମୋର...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP