ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କୃପାସାଗର ସାହୁ

ରେଳବାଇର ଜଣେ ବରିଷ୍ଠ ଅଧିକାରୀଭାବେ ଅବସର ଗ୍ରହଣ କରିଥିବା କୃପାସାଗର ସାହୁ ଏକାଧାରରେ ଜଣେ କବି, ଶିଶୁ ସାହିତ୍ୟିକ, ଗାଳ୍ପିକ ଏବଂ ଔପନ୍ୟାସିକ ଭାବେ ପରିଚିତ। ସମାଜର ବିଭିନ୍ନ ସମସ୍ୟା ସହିତ ସାଧାରଣଲୋକଙ୍କ ଦୈନନ୍ଦିନ ଜୀବନଯାପନ ଶୈଳୀ ଉପରେ ହିଁ ତାଙ୍କର ଲେଖାଗୁଡ଼ିକ ମୁଖ୍ୟତଃ ପର୍ଯ୍ୟବେଶିତ। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ଉପରେ ‘ଫର୍ଚ୍ଚା ଆକାଶ’-କବିତା ସଙ୍କଳନ, ‘ନାଁ ମୋ ରେଳଗାଡ଼ି’-ଶିଶୁ ସାହିତ୍ୟ, ‘ଶୁଆ କହେ ଶାରୀଲୋ’-କ୍ଷୁଦ୍ରଗଳ୍ପ ସଙ୍କଳନ ସହିତ ‘ଶ୍ରାବଣର ସକାଳ’-ଉପନ୍ୟାସ ଆଦି ଅନ୍ୟତମ।

No posts found for this author.

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP