ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଜଗଦୀଶ ମହାନ୍ତି

ଜଗଦୀଶ ମହାନ୍ତି(୧୯୫୧-୨୦୧୩) ଓଡ଼ିଆ ଗଳ୍ପ ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା। ଓଡ଼ିଆ ଗଳ୍ପ ସାହିତ୍ୟରେ ସେ ଏକ ନୂତନ ଧାରାର ପ୍ରବର୍ତ୍ତକ ଭାବେ ଜଣାଶୁଣା। ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ନିଜ ନିଜ ପାନିପଥ’, ‘କନିଷ୍କ କନିଷ୍କ’, ‘ଉତ୍ତରାଧିକାରୀ’, ‘ଦୁର୍ଦ୍ଦିନ’, ‘ଅଦୃଶ୍ୟ ସକାଳ’ ଏବଂ ଗଳ୍ପ ସଙ୍କଳନ ମଧ୍ୟରେ ‘ଏକାକୀ ଅଶ୍ବାରୋହୀ’, ‘ଦକ୍ଷିଣ ଦୁଆରୀ ଘର’, ‘ଈର୍ଷା ଏକ ଋତୁ’, ‘ଆଲ୍‌ବମ୍‌’ ଓ ‘ସୁନା ଇଲିଶି’ ଆଦି ଅନ୍ୟତମ। ଏହା ବ୍ୟତୀତ ସେ ନିଜର ଅନେକ ଗଳ୍ପକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦ ମଧ୍ୟ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ସାରଳା ପୁରସ୍କାର ଓ ବିଷୁବ ପୁରସ୍କାର ଆଦି ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ୨୦୧୩ ମସିହାର ଶେଷବେଳକୁ ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଓଡ଼ିଆ ସାହିତ୍ୟ ପାଇଁ ଏକ ଦୁଃଖଦ ଘଟଣା ଥିଲା।

ଉତ୍ତରଣ

ଶମ୍ଭୁଚରଣ କବି ବନିଯିବା ଆମ ପାଖରେ ଯେତିକି ଆଶ୍ଚର୍ଯ୍ୟଜନକ ଘଟଣା ନ ଥିଲା, ତା’ଠୁ କାହିଁକି କେତେଗୁଣ ବିସ୍ମୟକର ଘଟଣା ଥିଲା ଶମ୍ଭୁଚରଣ ଦାତାକର୍ଣ୍ଣ ବନିଯିବା। ଏମିତିରେ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP