Loading...
ଛାତ୍ର ଜୀବନରୁ କବିତା ଲେଖା ଆରମ୍ଭ କରିଥିବା ଗୌତମବୁଦ୍ଧ ଦାଶ ବୃତ୍ତିରେ ଜଣେ ସାମ୍ବାଦିକ ହୋଇଥିଲେ ସୁଦ୍ଧା କ୍ଷୁଦ୍ରଗଳ୍ପ ଲେଖାରେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି। କଥା ପତ୍ରିକା ପକ୍ଷରୁ ଆୟୋଜିତ ନବପ୍ରତିଭା ପୁରସ୍କାର ସହିତ ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ’ ସଙ୍କଳନ ପାଇଁ ସେ ରାଜ୍ୟ ଯୁବ ଲେଖକ ପୁରସ୍କାର ପାଇଥିଲେ। ସମ୍ପ୍ରତି ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟଭାବେ ଶ୍ରୀ ଦାଶ କାର୍ଯ୍ୟରତ। ଗଳ୍ପ ବ୍ୟତୀତ ଏକ ଉପନ୍ୟାସ ମଧ୍ୟ ଲେଖିଛନ୍ତି ସେ। ତାଙ୍କର ଲେଖାର ବିଶେଷତ୍ବ ହେଉଛି ପ୍ରେମ,ପ୍ରଣୟ ଓ ଉତ୍ତରଣର ଅନବଦ୍ୟ ଆତ୍ମକଥନ।
No posts found for this author.
ଓଡ଼ିଆସାହିତ୍ୟ ଘର ନଂ.- S3H1-2, ଆର୍-ଡି-ଏ କଲୋନୀ କଳିଙ୍ଗ ବିହାର, ଛେଣ୍ଡ୍ ରାଉରକେଲା-୭୬୯୦୧୫ ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭