ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଗିରି ଦଣ୍ଡସେନା

ଜଣେ ବଳିଷ୍ଠ ତଥା ନିଆରା ଗାଳ୍ପିକ ଭାବେ ଗିରି ଦଣ୍ଡସେନା ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡ଼େମୀର ଉପସଭାପତି ଭାବେ କାର୍ଯ୍ୟରତ। ସୁନ୍ଦରଗଡ଼ ପରି ଏକ ଉପାନ୍ତ ଜିଲ୍ଲାର ମୁଖ୍ୟାଳୟରେ ବାସ କରୁଥିବା ଶ୍ରୀ ଦଣ୍ଡସେନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ନିଜ ସ୍ତରରେ ଅନେକ ଉଦ୍ୟମ କରିଛନ୍ତି। ସେ ସାଧାରଣଭାବେ ଓଡ଼ିଆ ଭାଷାରେ ଗଳ୍ପ ରଚନା କରିବା ସହିତ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ମଧ୍ୟ ଗଳ୍ପ ରଚନା କରିଛନ୍ତି।

ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଶ୍ରୀ ଦଣ୍ଡସେନା ସୁନ୍ଦରଗଡ଼ ଜିଲ୍ଲାର ଏକାଧିକ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ସାଧନା ଜାରି ରଖିଛନ୍ତି। ତାଙ୍କର ପ୍ରକାଶିତ ଗଳ୍ପ ପୁସ୍ତକଗୁଡ଼ିକ ମଧ୍ୟରେ ‘କାଳସୂତ୍ର’, ‘ପିମ୍ପୁଡ଼ି’ ଆଦି ଅନ୍ୟତମ। ଏହା ବ୍ୟତୀତ ତାଙ୍କର ଅନେକ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି।

No posts found for this author.

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP