Loading...
ଜଣେ ଯୁବ ସାମ୍ବାଦିକ ସହିତ ସାହିତ୍ୟିକ ଭାବେ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଓଡ଼ିଆ ପାଠକମାନଙ୍କ ନିକଟରେ ଏକ ପରିଚିତ ନାମ। କବିତା, ଗଳ୍ପ, ପ୍ରବନ୍ଧ ସହିତ ଫିଚର ଓ ସମାଲୋଚନାମୂଳକ ଆଦି ଲେଖା ଲେଖି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହା ସହିତ ସେ ବିଭିନ୍ନ ଯୁବସାହିତ୍ୟ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ପ୍ରମୁଖ ଏବଂ ପ୍ରତିଷ୍ଠିତ ସାହିତ୍ୟ ସମ୍ପର୍କୀତ କର୍ମଶାଳା ଓ ଆଲୋଚନା ଆଦିରେ ଯୋଗଦେଇଛନ୍ତି ସେ। ‘ପର୍ବ’ ଏବଂ ‘ଡମ୍ବରୁ ଓ ଅନ୍ୟାନ୍ୟ ଗଳ୍ପ’ ଆଦି ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ଅନ୍ୟତମ।
No posts found for this author.
ଓଡ଼ିଆସାହିତ୍ୟ ଘର ନଂ.- S3H1-2, ଆର୍-ଡି-ଏ କଲୋନୀ କଳିଙ୍ଗ ବିହାର, ଛେଣ୍ଡ୍ ରାଉରକେଲା-୭୬୯୦୧୫ ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭