ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଭାନୁଜୀ ରାଓ

ଓଡ଼ିଆ କବିତା କ୍ଷେତ୍ରରେ ଏକ ନୂତନ ଧାରା ଆରମ୍ଭ କରିଥିଲେ କବି ଭନୁଜୀ ରାଓ(୧୯୨୬-୨୦୦୧)। ବିଂଶ ଶତାବ୍ଦୀର ୫୦ ଓ ୬୦ ଦଶକରେ ନିଜର ଅନୁପମ କାବ୍ୟଭାବନା ଓ ଚାତୁରୀ ଯୋଗୁଁ ସେ ତାଙ୍କ ସମୟର କବିମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଥିଲେ। ନିଜର ଛୋଟ ଛୋଟ କବିତା ମାଧ୍ୟମରେ ମର୍ମସ୍ପର୍ଶୀ ଓ ଚେତନାଦିପ୍ତ ଭାବଧାରାକୁ ଭାଷାବିନ୍ୟାସ ଦେଇ ସେ ପାଠକମାନଙ୍କ ନିକଟରେ ପରିବେଷଣ କରିବାରେ ସିଦ୍ଧହସ୍ତ ଥିଲେ।

କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଏହି କବି ମୁଖ୍ୟତଃ କବିତାଗ୍ରନ୍ଥ ରଚନା କରିଥିଲେ। ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ‘ନୂତନ କବିତା’, ‘ ବିଷାଦ ଏକ ଋତୁ’, ‘ଧୂଷର ବର୍ଣ୍ଣମାଳା’ ‘ହଳଦୀ ପତ୍ରର ବାସ୍ନା’ ଆଦି ଅନ୍ୟତମ।

ଶୀତ

ଏଥର ଆସିଚି କାଳ ପରିପୂର୍ଣ୍ଣ ଜରା ଓ ମୃତ୍ୟୁର ଏଥର ଆସିଚି ଋତୁ ଲୋଳଚର୍ମା ବୁଢ଼ୀମାନଙ୍କର କତରା କାଖେଇ କୋଳେ, ଇଷତ୍‌ ଉଷ୍ଣତା ପାଇଁ ଉହ୍ମେଇରେ ସ୍ବରଗ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP