ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଅଶୋକ ଚନ୍ଦନ

ଅଶୋକ ଚନ୍ଦନ

ବଲାଙ୍ଗୀରର ପାଟଣାଗଡ଼ରେ ଜନ୍ମ ହୋଇଥିବା ଗାଳ୍ପିକ ଅଶୋକ ଚନ୍ଦନ(୧୯୫୨-୧୯୮୪) ଓଡ଼ିଆ ଗଳ୍ପ ଜଗତରେ ଜଣେ ପରିଚିତ ନାମ। ମାତ୍ର ୩୨ ବର୍ଷର ଜୀବନ ମଧ୍ୟରେ ସେ ସୃଷ୍ଟି କରିଥିବା ଗଳ୍ପଗୁଡ଼ିକ ଓଡ଼ିଆ ଗଳ୍ପ ଜଗତରେ ବେଶ୍‌ ବାରି ହୋଇପଡ଼ନ୍ତି।

ବିଶେଷ କରି ସାମାଜିକ ବ୍ୟବସ୍ଥା ଭିତରେ ଅଭାବ ଓ ଅସୁବିଧା ମଧ୍ୟରେ ବଞ୍ଚିଥିବା ଚରିତ୍ରମାନଙ୍କର ଭାବନା, ଆଶା ଓ ବେଦନାକୁ ନେଇ ତାଙ୍କର ଗଳ୍ପଗୁଡ଼ିକର ଚରିତ୍ର ପରିପୁଷ୍ଟ। ତାଙ୍କର ପ୍ରକାଶିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଅଶୋକ ଏବଂ ଅଶୋକ’ ଓ ‘ପୁନଶ୍ଚ ଅଶୋକ’ ଆଦି ଅନ୍ୟତମ। ନିକଟରେ ତାଙ୍କର କିଛି ପ୍ରକାଶିତ ଓ ଅପ୍ରକାଶିତ ଗଳ୍ପଗୁଡ଼ିକୁ ନେଇ ଏକ ସଙ୍କଳନ ପ୍ରକାଶିତ ହୋଇଛି।

ନିସ୍ତରଙ୍ଗ

ମିତା! ବୋଧହୁଏ କାନ୍ଦି ପକାଇଥାନ୍ତା କିମ୍ବା ମନକୁ ମନ ହସିଥାନ୍ତା। ଅଥଚ ସେ କାନ୍ଦିଲାନି କି ହସିଲାନି। ବେଶ୍‌ କିଛିଦିନ ହେଲା ସେ ହସ ଓ କାନ୍ଦର...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP