ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଅରବିନ୍ଦ ରାୟ

ବୃତ୍ତିରେ ଜଣେ ସରକାରୀ ଚାକିରିଆ ହୋଇ ସୁଦ୍ଧା ଅରବିନ୍ଦ ରାୟ ସାହିତ୍ୟ ରଚନାରେ ସିଦ୍ଧହସ୍ତ। ଶ୍ରୀ ରାୟ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ ଏବଂ ଶିଶୁ ସାହିତ୍ୟିକ ଅଟନ୍ତି। ତାଙ୍କର ପ୍ରକାଶିତ ଗଳ୍ପଗ୍ରନ୍ଥ ମଧ୍ୟରେ ‘ଦି ପାଦ ପୃଥିବୀ’, ‘ଅନ୍ତରଙ୍ଗ ମଣିଷ’ ‘ଛାଇ ଲେଉଟାଣି’, ଉପନ୍ୟାସ ମଧ୍ୟରେ ‘ଚାଲ୍‌ ଫେରିଯିବା’, ‘ଗୋଲାମ ନଗରୀ ଘୋଡ଼ା’ ଏବଂ ଶିଶୁ ସାହିତ୍ୟ ମଧ୍ୟରେ ‘ଅଟର ମଟର କଟର କେଁ’ ଆଦି ଅନ୍ୟତମ। ଜଣେ ନିଆରା ଢଙ୍ଗର ଗାଳ୍ପିକ ଭାବେ ଶ୍ରୀ ଅରବିନ୍ଦ ରାୟ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି। ଯୁବ ସାହିତ୍ୟିକ ପୁରସ୍କାର ସହିତ ରାଜଧାନୀ ପୁସ୍ତକମେଳା ପୁରସ୍କାର ଆଦି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଶ୍ରୀ ରାୟ।

No posts found for this author.

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP