ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ନିଯୁକ୍ତି ସୂଚନା

 

 

ସାମାଜିକ/ ଗଣମାଧ୍ୟମ ସଂଯୋଜକ (ରାଉରକେଲା):

ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌ ଓ ଟ୍ୱିଟର୍ ଆଦିରେ ଆମ ସଂସ୍ଥା ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଭାଷାଭିତ୍ତିକ ବିଭିନ୍ନ ସଫ୍ଟ୍‌ୱେର୍‌କୁ ନେଇ ହେଉଥିବା କାର୍ଯ୍ୟର ପ୍ରଚାର ଓ ପ୍ରସାର ପାଇଁ ପ୍ରାର୍ଥୀ ଆବଶ୍ୟକ।

ସର୍ବନିମ୍ନ ଯୋଗ୍ୟତା ଓ ଆବଶ୍ୟକତା:

  • ବିଭିନ୍ନ ସାମାଜିକ ଗଣମାଧ୍ୟମ ଯଥା: ଟ୍ୱିଟର୍‌ ଓ ଫେସ୍‌ବୁକ୍‌ ଆଦିରେ ଅତି କମ୍‌ରେ ୫ବର୍ଷ ଧରି ସକ୍ରିୟ ଥିବେ।
  • ଓଡ଼ିଆ ଭାଷାରେ ଲେଖା ଓ ପଢ଼ାରେ ଉତ୍ତମ ଜ୍ଞାନ ଓ ଯଥେଷ୍ଟ ଅଭିଜ୍ଞତା ଥିବା ଆବଶ୍ୟକ।
  • ବିଭିନ୍ନ ପ୍ରକାରର ସାମ୍ପ୍ରତିକ ଘଟଣା ସମ୍ପର୍କରେ ରୁଚି ରଖୁଥିବେ।
  • ନିର୍ଭୁଲ ଏବଂ ଉଚିତ୍ ଓଡ଼ିଆ ବାକ୍ୟ ରଚନା ଓ ଶବ୍ଦ ସଂଯୋଜନାରେ ଅଭିଜ୍ଞତା ଥିବାସହ ନିଜ ଭାବକୁ ଲେଖାମାଧ୍ୟମରେ ଉତ୍ତମଭାବେ ପ୍ରକାଶ କରିପାରୁଥିବେ।
  • ଆବଶ୍ୟକ ମୁତାବକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଜର ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ଆଗ୍ରହୀ ଥିବେ।
  • ପ୍ରାର୍ଥୀ ଓଡ଼ିଆ ଭାଷାରେ ସ୍ନାତକ ବା ତଦୂର୍ଦ୍ଧ୍ୱ ଶିକ୍ଷା ଲାଭ କରିଥିଲେ ଅଗ୍ରାଧିକାର ଦିଆଯିବ।
  • ସାମାଜିକ ଗଣମାଧ୍ୟମରେ ଓଡ଼ିଆରେ କୌଣସି ଲେଖା ଲେଖିବାରେ ଏବଂ ଉତ୍ତର ଦେବାରେ ଅଭିଜ୍ଞ ଥିବେ।
  • ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
  • ରାଉରକେଲା ବାହରେ ରହୁଥିବା(ନିଜ ଘରୁ କାର୍ଯ୍ୟ କରିବା ପାଇଁ ଆଗ୍ରହୀ) ପ୍ରାର୍ଥୀ, ନିଜ ପାଖରେ ଏକ ଉତ୍ତମ କମ୍ପ୍ୟୁଟର, ମୋବାଇଲ୍ ଫୋନ୍(ଆଣ୍ଡ୍ରଏଡ୍) ଓ ଇଣ୍ଟର୍‌ନେଟ୍ ସଂଯୋଗ ରଖିଥିବା ଆବଶ୍ୟକ।

ଦରମା ଓ ଅନ୍ୟାନ୍ୟ ଭତ୍ତା:

ପ୍ରଥମ ମାସର ସଫଳ କାର୍ଯ୍ୟ ସମ୍ପନ୍ନ ବା ଶିକ୍ଷାନବୀଶ ପରେ ବାର୍ଷିକ ୧.୫ ରୁ ୨.୫ ଲକ୍ଷ ଟଙ୍କା ସହିତ ଅନ୍ୟାନ୍ୟ ଭତ୍ତା ଓ ସୁବିଧା।

ଆଗ୍ରହୀ ପ୍ରାର୍ଥୀ ନିଜର ଆବେଦନ ପତ୍ରକୁ ଇମେଲ୍‌ – sahitya[AT]aparts.org ମାଧ୍ୟମରେ ପଠାଇବା ଆବଶ୍ୟକ।

ସମ୍ପର୍କ କରନ୍ତୁ: ୮୭୬୩୨-୫୪୫୫୭

ପାଠକୀୟ ଆଦୃତି

62 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଆଉ କେତୋଟି ସଂଗ୍ରହ
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP