ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଭାବର ଶିହରଣ

  • ଆସ ପ୍ରିୟା ହୋଇଯିବା ମିଥୁନ ମୁଦ୍ରାରେ
    ଶିଳାରେ ଖୋଦିତ ମୂର୍ତ୍ତି ମନୋରମ,
    ନିହଣ ମୁନରେ ଫୁଟି ଉଠିବ
    ସୃଷ୍ଟିର ସୂକ୍ଷ୍ମ ଅନୁପମ ।୧।

    ମନ୍ଦିର କାନ୍ଥରେ ଜୀବନ୍ତ ନାଚିବା
    ପ୍ରେମ ପ୍ରଣୟର ତାଳେ ତାଳେ ସ୍ବର୍ଗୀୟ ଶୃଙ୍ଗାର,
    ଶୀଳ୍ପି କାରୁକାର୍ଯ୍ୟେ ଆଦିମ ଯୁଗକୁ ଫେରିଯିବା
    ଭବିଷ୍ୟତ କରୁଥିବ ଅତିବ ଆଦର ।୨।

    ଭକ୍ତଠାରୁ ଭାବୁକେ ନିର୍ବାକେ ଦେଖିବେ
    ସଂସାରର ଶ୍ରେଷ୍ଠ ଶିହରଣ,
    ସୃଷ୍ଟି ପାଇଁ-ଆମେ ଅର୍ପଣ ହୋଇଯିବା
    ଖୋଲିଦେଇ ମାନବ ମନର
    ଯେତେ ସବୁ ମିଛ ଆବରଣ ।୩।

    ପାଠକୀୟ ଆଦୃତି

    ୨୧୫ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ଓଡ଼ିଆସାହିତ୍ୟ ପ୍ରେସ୍‌

    ସନ୍ୟାସୀ ନାୟକ, ବଲାଙ୍ଗୀର

    -: ଆଉ କେତୋଟି କବିତା :-
    Dolo clr

    ଦୋଳ

    -: ପାଠକୀୟ ମତାମତ :-
    • ୧. ଆଦିତ୍ୟ କୁମାର ପଣ୍ଡା | ଜୁଲାଇ ୫, ୨୦୧୩ - ୧:୫୧ ଅପରାହ୍ନ

      ବଢ଼ିଆ ହୋଇଛି, କଳା, ଶୃଙ୍ଗାର ଏବଂ ଜୀବନର ଏକ ଜୀବନ୍ତ କବିତା।

    ଆପଣଙ୍କ ମତାମତ କ’ଣ?

    କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ପାକ୍ଷିକ ସାହିତ୍ୟ ଇ-ପତ୍ର
    ads
    ସର୍ବାଧିକ ଦୃଷ୍ଟି ଆକର୍ଷଣ
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP