ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ମୋ ଦୁଃଖ ଓ ଭାରତର ମାନଚିତ୍ର

  • ମୋ ଦୁଃଖ ଓ ଭାରତର ମାନଚିତ୍ର
    ମୋ ଭିତରର ଦୁଃଖକୁ ଆଙ୍କିବାକୁ ବସିଲେ
    ଭାରତର ମାନଚିତ୍ର ଆଙ୍କି ହୋଇଯାଏ॥

    ସୀମାନ୍ତ ଯାହାର ବୋମା ମାଡରେ ଦନ୍ତୁରୀତ
    ମଝିରେ ମଦର ନଈ ଚିର ପ୍ରବାହିତ,
    ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତାର ବାଡ଼
    ଅଭାବ ଅନାଟନର ବେତ୍ରାଘାତରେ ଭଙ୍ଗାରୁଜା ଶହଶହ ନୀଡ଼॥

    ଏଇ ଭାରତରେ ନଗନ୍ୟ ମଣିଷଟେ ମୁଁ ଆଉ ମୋ ଭିତରର ଦୁଃଖ
    ଜମା ଦେଖା ଯାଏନି, ଅଥବା ବହୁତ୍ ହି ଝାପସା ଦେଖାଯାଏ,
    ଆଉ ନିଜ ଦୁଃଖକୁ ଆଙ୍କିବାକୁ ବସିଲେ ଭାରତଟେ ଆଙ୍କି ହୋଇଯାଏ॥

    ପାଠକୀୟ ଆଦୃତି

    ୪୦୩ ଦୃଷ୍ଟି ଆକର୍ଷଣ
    ମନ୍ତବ୍ୟ ସଂଖ୍ୟା

    ତୁଣ୍ଡ ବାଇଦ

    ବାଗ୍‌ଦେବୀ ମିଶ୍ର, ଅଟ୍ଟାୱ, କାନାଡ଼ା

    -: ଆଉ କେତୋଟି କବିତା :-

    ଶାନ୍ତି

    ନାରୀ

    -: ପାଠକୀୟ ମତାମତ :-
    • ୧. ମନୋଜ ତ୍ରିପାଠୀ, ଭୂବନେଶ୍ୱର | ଅଗଷ୍ଟ୍ ୧୭, ୨୦୨୫ - ୧୦:୨୪ ଅପରାହ୍ନ

      ବାଗଦେବୀ! ଲେଖା ବହୁତ୍ ଭଲ ଲାଗିଲା। ଆହୁରି ଲେଖ।

    • ୨. ସଙ୍ଘମିତ୍ରା ରଥ ଶତପଥୀ | ଅଗଷ୍ଟ୍ ୧୭, ୨୦୨୫ - ୧୦:୨୭ ଅପରାହ୍ନ

      ବହୁତ ସୁନ୍ଦର କବିତା। ଶବ୍ଦ ସଂଯୋଜନା ଅତି ଉତ୍ତମ।

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP