ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ରାଜକିଶୋର ପଟ୍ଟନାୟକ

ଉପନ୍ୟାସକାର ହିସାବରେ ପ୍ରସିଦ୍ଧି ଲାଭ କରିଥିବା ରାଜକିଶୋର ପଟ୍ଟନାୟକ (୧୯୧୬-୧୯୯୭)ଙ୍କର ଗଳ୍ପ କ୍ଷେତ୍ରରେ ସ୍ୱତନ୍ତ୍ରତା ବେଶ୍‌ ପରିସ୍ଫୁଟ। ଜୀବନର ବିବିଧ ରୂପକୁ ରୂପାୟନ କରିବା କ୍ଷେତ୍ରରେ ତାଙ୍କ ଗଳ୍ପ ଗୁଡ଼ିକର ଭୂମିକା ବିଶେଷ ସ୍ମରଣୀୟ। ସେ ସୃଷ୍ଟିର ପ୍ରାଚୁର୍ଯ୍ୟ ଭିତରେ ସୂଚନା ଦେବା ଅପେକ୍ଷା ଇଙ୍ଗିତକୁ ଅଧିକ ପସନ୍ଦ କରନ୍ତି, ଯାହାକି ବହୁ ସମୟରେ ପାଠକଙ୍କ ନିକଟରେ ସୁମିଷ୍ଟ ହୋଇପଡ଼େ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସମାନ ରଚନା କରିଛନ୍ତି। ତାଙ୍କ ରଚିତ ଉପନ୍ୟାସ ଗ୍ରନ୍ଥ ମଧ୍ୟରେ ‘ପଞ୍ଜୁରୀ ପକ୍ଷୀ’, ‘ସିନ୍ଦୁର ଗାର’, ‘ଚଲାବାଟ’, ‘ଜୀବନ ସନ୍ଧ୍ୟା’ ସହିତ ‘ତୁଠ ପଥର’, ‘ଶାଳଗ୍ରାମ’, ‘କଳ୍ପନାର ଫୁଲ ’ ଓ ‘ହାଟବାହୁଡ଼ା’ ଆଦି ଗଳ୍ପ ସଙ୍କଳନ ଅନ୍ୟତମ।

ଘାସ

କୁଆଁର ପୁନେଇଁ ତିଆସି ଦିନ-ଦୁଇ ଘଡ଼ି ଅନ୍ଧାର। ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି। ରାସ୍ତା ସେତେ ଚହଳ ନ ଥିଲା। ଦଣ୍ଡେ ପହରେ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP