ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଜଣେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ କରି ଅବସର ନେଇଥିବା ଲେଖକ ପ୍ରଫୁଲ୍ଲ ତ୍ରିପାଠୀ ସାଧାରଣତଃ ଗଳ୍ପ, ପ୍ରବନ୍ଧ କବିତା ଏବଂ ଉପନ୍ୟାସ ଆଦି ଲେଖି ସୁନାମ ଅର୍ଜନ କରିଛନ୍ତି। ବିଶେଷତଃ ସମାଜରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ଶ୍ରୀ ତ୍ରିପାଠୀଙ୍କ ଲେଖା ପର୍ଯ୍ୟବେଷିତ। ନିଜ ଜୀବନର ଉତ୍ତରାର୍ଦ୍ଧରେ ନିଜର ଲେଖନୀ ଶୈଳୀରେ ପରିବର୍ତ୍ତନ ଆଣି ଶ୍ରୀ ତ୍ରିପାଠୀ ଭାଷାବିତ୍ ଏବଂ ଲିପିର ବିକାଶ ଉପରେ ଅନେକ ଲେଖା ଲେଖିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଶ୍ରୀ ତ୍ରିପାଠୀଙ୍କ ଦ୍ବାରା ପୁସ୍ତକ ଲେଖିବା ନିମନ୍ତେ ଆବଶ୍ୟକ ନିର୍ଦ୍ଦିଷ୍ଟ ଧାରା ବାବଦରେ ରଚିତ “ରଚନା ବିଧି” “ଶବ୍ଦ ବିଧି”, “ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ” ଆଦି ପୁସ୍ତକ ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି।

No posts found for this author.

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP