ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ମିତା ମହାନ୍ତି

୧୯୬୩ ମସିହାରେ ଜନ୍ମିତ ମିତା ମହାନ୍ତି ରେଭେନ୍‌ଶା ମହାବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର ଉପାଧିପ୍ରାପ୍ତ। ବିଭିନ୍ନ ପ୍ରତିଷ୍ଠିତ ପତ୍ରିକାରେ ଗଳ୍ପ ରଚନା କରିଆସୁଥିବା ଶ୍ରୀମତୀ ମହାନ୍ତିଙ୍କର ଗଳ୍ପ ସଂକଳନ ‘ଅବଶିଷ୍ଟ ରାଧା’। ନିଜର କୃତି ପାଇଁ ସେ ନାରୀ ସୁରକ୍ଷା ସମ୍ମାନ, ଶିଶୁ ମହୋତ୍ସବ ପୁସ୍ତକ ମେଳା ପୁରସ୍କାର, ସୁଧନ୍ୟା ଗଳ୍ପ ସମ୍ମାନ ଦ୍ବାରା ସଂବର୍ଧିତ ହୋଇଛନ୍ତି। ଆହୁରି ମଧ୍ୟ ଭଂଗା ସିଲଟ, ଅହଲ୍ୟା, ଶୂନ୍ୟ ସ୍ବରୂପ ଆଦି କଳାତ୍ମକ ଓଡ଼ିଆ ଚଳଚିତ୍ର ତଥା ଧାରାବାହିକ ‘ସାରା ଆକାଶ’ରେ ସୌଖୀନ କଳାକାର ଭାବେ ଅଭିନୟ କରି ଏକାଧାରରେ ସେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।

No posts found for this author.

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP