ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଭକ୍ତକବି ମଧୁସୂଦନ ରାଓ

ନିଜର ଭକ୍ତି ସମ୍ପର୍କୀତ ରଚନା ଓ କାର୍ଯ୍ୟ ପାଇଁ ଭକ୍ତକବି ଉପାଧିରେ ଭୂଷିତ ହୋଇଥିଲେ ମଧୁସୂଦନ ରାଓ(୧୮୫୩-୧୯୨)। ଶିକ୍ଷକତା ସହିତ ସେହି ସମୟରେ ଓଡ଼ିଆରେ ପାଠ୍ୟ ପୁସ୍ତକର ଉପଲବ୍ଧିଜନିତ ସମସ୍ୟାକୁ ଦୂର କରିବା ନିମନ୍ତେ ସେ ଅନେକ ପାଠ୍ୟପୁସ୍ତକ ରଚନା କରିଥିଲେ।

ଏହା ସହିତ ତାଙ୍କ ରଚିତ ‘ବର୍ଣ୍ଣବୋଧ’ ଆଜି ମଧ୍ୟ ଓଡ଼ିଆ ଭାଷା ଶିକ୍ଷାର ଅୟମାରମ୍ଭ ପାଇଁ ଏକ ସୁଲଭ ଓ ସୁନ୍ଦର ତଥା ଆବଶ୍ୟକ ପୁସ୍ତକ ଭାବେ ପରିଚିତ। ତାଙ୍କ ରଚିତ ବିଭିନ୍ନ ରଚନା ମଧ୍ୟରେ ‘ଶିଶୁବୋଧ’, ‘ଶିଶୁବୋଧ’ ‘କବିତାବଳୀ’, ‘କୁସୁମାଞ୍ଜଳି’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ପ୍ରସଙ୍ଗ’ ସହିତ ଅନ୍ୟାନ୍ୟ ରଚନାଗୁଡ଼ିକ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଓଡ଼ିଆ ଭାଷାରେ ଲେଖାପଢ଼ା ନିମନ୍ତେ ବେଶ୍‌ ଉପାଦେୟ ହୋଇପାରିଥିଲା।

ଜନ୍ମଭୂମି

(ରାଗ-ଚୋଖି) ତୁହି ମା ଜନମଭୂମି ପବିତ୍ର ଭାରତଭୂମି ତୋହର ସନ୍ତାନ ଆମ୍ଭେ ଅଟୁଁ ସରବେ, ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା ଗାଇବା ତୋହର...

ଶରତ୍‌

(ରାଗ-ମଙ୍ଗଳ) ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି। କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ। ସୁନ୍ଦର ମାଳତୀ...

ପଦ୍ମ

କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି, କି ଅମୃତେ ତୋ ତନୁ ଗଢ଼ିଲା ବିହି? ତୋ ରୂପ-ଦରଶନେ ମୋର ହୃଦୟ ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ ।୧।...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP