ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଜଗନ୍ନାଥ ମହାନ୍ତି

ପ୍ରଫେସର ଜଗନ୍ନାଥ ମହାନ୍ତି( ୧୯୩୭-୨୦୧୧) ଜଣେ ପ୍ରଥିତଯଶା ଶିକ୍ଷାବିତ୍‌ ଓ ସାରସ୍ୱତ ସ୍ରଷ୍ଟା। ପ୍ରବନ୍ଧ, ଭ୍ରମଣ କାହାଣୀ, ଜୀବନୀ, ଶିକ୍ଷା ଓ ସଂସ୍କୃତି ଆଧାରିତ ଶତାଧିକ ପୁସ୍ତକର ରଚୟିତା ସହିତ ଜଣେ ଶିଶୁ ସାହିତ୍ୟିକ ଭାବେ ବେଶ୍‌ ପରିଚିତ ଥିଲେ ସେ।

ଦୀର୍ଘବର୍ଷ ଧରି ବିଦ୍ୟାଳୟ ପାଠ୍ୟପୁସ୍ତକ ପ୍ରସ୍ତୁତି ସହିତ ସେ ସମ୍ପୃକ୍ତ ଥିଲେ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ଭାରତ ଭ୍ରମଣ’, ‘ଦୂର ଦିଗନ୍ତ’- ଭ୍ରମଣ କାହାଣୀ, ‘ଜୀବଜନ୍ତୁ’, ଆମ ଜୀବନ ଆମ ବିଜ୍ଞାନ’ ଆଦି ବିଜ୍ଞା କଥା ଏବଂ ‘ମୋ ଧୂଳିଘର’ ଓ ‘ଆମେ ସଭିଏଁ ଫୁଲ’ ଆଦି ଶିଶୁ ସାହିତ୍ୟ ଅନ୍ୟତମ।

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP