ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଗନ୍ତାୟତ ଶିବପ୍ରସାଦ

ଶିବ ପ୍ରସାଦ ଗନ୍ତାୟତ(1969-2010) ରାୟଗଡ଼ା ଜିଲ୍ଲାରେ ଜନ୍ମିତ ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଓ ସ୍ତମ୍ଭକାର ଥିଲେ। ଓଡ଼ିଶାରେ କମ ବୟସରେ ସୃଜନଶୀଳ ବ୍ୟଙ୍ଗ ସାହିତ୍ୟି ସୃଷ୍ଟି କରିଥିବା ଲେଖକଙ୍କ ମଧ୍ୟରେ ସ୍ୱର୍ଗତ ଶିବ ପ୍ରସାଦ ଗନ୍ତାୟତ ଅନ୍ୟତମ। ରମ୍ୟରଚନା ସହିତ ସେ ଅନେକ ଗଳ୍ପ ଓ କବିତା ରଚନା କରିଛନ୍ତି।

ତାଙ୍କ ଚରନା ମଧ୍ୟରେ ‘ଭିତିରି କଥା’, ‘ଫମ୍ୟ ରଚନା’, ‘ରମ୍ୟ ରସାୟନ’ ଆଦି ରମ୍ୟରଚନା ସଂକଳନ ସହିତ ‘ବୟସ୍କ ବସନ୍ତର ସକାଳ’ ଏବଂ ‘ସାନସାନ କଥାମାନ’ ଆଦି ଗଳ୍ପ ସଂକଳନ ଆଦି ତାଙ୍କର ଲୋକପ୍ରିୟ ରଚନା। ସେ ତାଙ୍କର ରଚନା ପାଇଁ ପାଇଥିବା ବିଭିନ୍ନ ସମ୍ମାନ ମଧ୍ୟରେ ବ୍ୟଙ୍ଗଶ୍ରୀ ଓ ରସରାଜ ଆଦି ଉପାଧି ତାଙ୍କ ସାରସ୍ୱତ ସାଧନାର ପ୍ରତୀକ।

କନ୍ୟାରତ୍ନ

‘ପୁଅକୁ ପକା, ଝିଅ ଥିଲେ ମୋର ଷାଠିଏ ଟଙ୍କା’- ଏ ପ୍ରବାଦଟି ଆମ୍ଭେ ପିଲାବେଳେ ଗାଁର ଜଣେ ଦି’ ଜଣ ମାଉସୀ ସ୍ଥାନୀୟା ଭଦ୍ରମହିଳା କହିବାର ଶୁଣିଥିଲୁ।...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP