ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ବ୍ରଜନାଥ ରଥ

ଆଧୁନିକ ଓଡ଼ିଆ କାବ୍ୟଧାରାକୁ ଔପନିବେଶିକ ମାନସିକତାର ଅନ୍ଧଗଳିରୁ ଉଦୀୟମାନ ଅଗ୍ନିଯୁଗର ଉତ୍ତରଣ ପର୍ବରେ ଉପନୀତ କରାଇବା ଦିଗରେ କତିପୟ କାବ୍ୟକାରମାନଙ୍କ ମଧ୍ୟରେ କବି ବ୍ରଜନାଥ ରଥ(୧୯୩୬-୨୦୧୪) ଜଣେ ସାର୍ଥକ ସ୍ରଷ୍ଟା। ଦେଶ, ଜାତି ଓ ସାଧାରଣ ଲୋକମାନଙ୍କ ପାଇଁ ସାଲିସ୍‌ବିହୀନ ସାରସ୍ୱତ ସାଧନା ପାଇଁ ସେ ଚିର ସ୍ମରଣୀୟ।

ତାଙ୍କର କବିତା ସଙ୍କଳନ ମଧ୍ୟରେ ‘ମରୁଗୋଲାପ’, ‘ନିଜସ୍ୱ ସଙ୍କଳ୍ପ’, ‘ମନର ମାନଚିତ୍ର’,‘ଲଘୁ ଶତକ’, ‘ସମୟର ଶବ୍ଦଲିପି’, ‘ଏକା ଏକା ଏକପଦୀ’ ଆଦି ଅନ୍ୟତମ।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ଦକ୍ଷିଣ କୋରିଆ ଦ୍ୱାରା ପ୍ରଦତ୍ତ ସ୍ୱତନ୍ତ୍ର ସମ୍ମାନ ଆଦି ସମେତ ଏକାଧିକ ସମ୍ମାନ ଓ ପୁରସ୍କାର ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା କବି ବ୍ରଜନାଥ ରଥ, ଶାଣିତ ଓ ସ୍ପଷ୍ଟବାଦୀ ରଚନା ପାଇଁ ପରିଚିତ ଥିଲେ।

ପ୍ରତିବାଦ କର

ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ! ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ॥ ଅତ୍ୟାଚାରକୁ ସହିବାର...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP