ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଅରବିନ୍ଦ ପଟ୍ଟନାୟକ

ବୃତ୍ତିରେ ଜଣେ ବ୍ୟାଙ୍କ୍‌ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ସୁଦ୍ଧା ଜଣେ ଗାଳ୍ପିକ ଭାବେ ଅରବିନ୍ଦ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପରିଚିତ ନାମ। ମୁଖ୍ୟତଃ ଗଳ୍ପ ରଚନା ସହିତ ଅନୁବାଦକ ଭାବେ ସେ ସାହିତ୍ୟ ସାଧନାରେ ବ୍ରତି ରହିଛନ୍ତି। ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘ଶେଷ ଦଧିଚି ମଲାପରେ’, ‘ପ୍ରେମିକାର ନାଁ ମାମୁନି’ ଓ ‘ଅନ୍ଧାର ମଣିଷ’ ଏବଂ ଅନୁବାଦ ଗ୍ରନ୍ଥ ମଧ୍ୟରେ ‘ମଡେଲ୍‌’ ଅନ୍ୟତମ।

No posts found for this author.

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP