ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
କିଶୋରୀକିଙ୍କର ଦାସ
ଡକ୍ଟର ମାୟାଧର ମାନସିଂହ
ତ୍ରିନାଥ ସିଂହ
ଜୟନ୍ତ ମହାପାତ୍ର
ଭଗବତୀ ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୟସ
  ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସିଂହାକୁଦା, ପୁରୀ
 
 
ତା: ଫେବୃଆରୀ ୯, ୨୦୧୧  
 

କୈଶୋର :
ତମେ ବା ଜାଣିବ କିଆଁ
ମୁଁ କାହିଁକି ଚୁପ୍‌ଚାପ୍‌ ବସେ
ମନହେଲେ ଖେଳେବୁଲେ
ଆଇନାରେ ମୁହଁ ଦେଖେ, ଅକସ୍ମାତ୍‌ –
ଆଇନାକୁ ପଥର ଫୋପାଡେ
ତା’ପରେ ବାରମ୍ବାର
ମୁହଁ ଦେଖୁଥାଏ ସେଇମିତି
ଭଙ୍ଗା ଭଙ୍ଗା କାଚ ଟୁକୁରାରେ୤

ଯୌବନ :
ଏଇସନ ଶ୍ରାବଣରେ ପରା
ତମକୁ ଯେ ପୁରିଲା ସତର
ଏଇତ ସମସ୍ତ ଫୁଲ ଫୁଟିବାର ବେଳ
ମୋ ଆଖି ଯହିଁକି ଯାଏ
ନାନାରଙ୍ଗ ଫୁଲ /ପ୍ରଜାପତି
ତମେ କିନ୍ତୁ ବାସ୍ନାୟିତ ସେଇମିତି
ବର୍ଷାର ଅତର

ଜରା :
ତୁ’ ତୋର ପାରିଲାପଣରେ
କେତେବେଳେ ପୋଷେ ଅବା ଦି’ପୋଷ
ହାତଟେକି ଦେଉ
ଭଲପାଇବାର ନଈଟିଏ ଯେମିତି
ପିଚକାରୀର ସରୁ ମୁହଁବାଟେ
ଝରିଆସେ, ଓଦାକରେ ମତେ
ମୋ ଆଖିର ପତାକୁ
ଆଜିକାଲି ତୋର ବୟସ୍କ ସନ୍ତତିମାନେ
ପିଚକାରୀ ମାରିବାବେଳେ
ତୁ’ ଆଗକୁ ପଛକୁ ହୋଇ ଫେରିଚାହୁଁ
ଅତିପରିଚିତ ତୋର ଶୁଖିଲା ନଈକୁ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସିଂହାକୁଦା, ପୁରୀ
author photo
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. B Pattanaik |  ମେ ୧, ୨୦୧୪ - ୧୧:୪୯ ପୂର୍ବାହ୍ନ

    Lekhati bahut badhia lagila.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )