ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଓଡିଆ ସାହିତ୍ୟ ଜଗତର ବରିଷ୍ଠ କଥାକାର, କବି, ପ୍ରାବନ୍ଧିକଙ୍କ ସହ ତରୁଣ ଓ ଶିଶୁ ପିଢିର ସମସ୍ତ ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ଦେବାକୁ ଏହି ୱେବ୍ସାଇଟ୍ ମାଧ୍ୟମରେ ଉଦ୍ୟମ କରିଛୁ ଆମର ଆକାଂକ୍ଷା, ଓଡିଆ ସାହିତ୍ୟ ଡଟ୍ କମ୍ ଯୁବସ୍ରଷ୍ଟାମାନଙ୍କ ପାଇଁ ଏକ ନୂତନ ପ୍ଲାଟ୍ଫର୍ମ ହୋଇ ଉଭା ହେଉ ଏବଂ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି ହେଉ ଏକ ନୂତନ ଜାଗରଣ
ଏଣୁ, ଓଡିଆରେ ଗଳ୍ପ, କବିତା, ପ୍ରବନ୍ଧ ଇତ୍ୟାଦି ଲେଖୁଥିବା ପ୍ରତିଭାବାନ ଯୁବସ୍ରଷ୍ଟା ତଥା ଓଡିଆ ସାହିତ୍ୟର ଅଗ୍ରଗଣ୍ୟ ମାନେ ନିଜ ନିଜର ଲେଖା ପ୍ରକାଶିତ କରି, ଓଡିଆ ସାହିତ୍ୟ ଡଟ୍ କମ୍ ଦ୍ବାରା ସୂତ୍ରପାତ ଭାଷା ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ
ଇ-ମେଲ୍ ମାଧ୍ୟମରେ ଲେଖା ପଠାନ୍ତୁ : sahitya [AT] aparts.org
ପ୍ରକାଶନର ନିୟମାବଳୀ :
ପତ୍ର ମାଧ୍ୟମରେ ଲେଖା ପଠାଇବା ଠିକଣା :-
ଏ.ପି. ଇନ୍ଫୋଆର୍ଟ୍ସ୍ ପ୍ରା: ଲି:
(ଓଡିଆ ବିଭାଗ)
ପ୍ଲଟ୍ ନଂ.- ୧୯, ନୂଆ ବ୍ୟାଙ୍କ୍ କଲୋନୀ
ବାଗବୁଡି, ଛେଣ୍ଡ
ରାଉରକେଲା-୭୬୯୦୧୫