ଘୋଷଣାନାମା
ସମୃଦ୍ଧ ଓଡିଆ ଭାଷା ଓ ସାହିତ୍ୟର ସମ୍ଭ୍ରାନ୍ତପଣକୁ ବିଶ୍ବର କୋଣାନୁକୋଣରେ ପହଞ୍ଚାଇବାର ଜିଜ୍ଞାସାରୁ ଓଡିଆ ସାହିତ୍ୟ ଡଟ୍ କମ୍ ସୃଷ୍ଟି କାରଣ, ଆମର ବିଶ୍ବାସ ଗୋଟିଏ ଜାତିର ସାମଗ୍ରିକ ପ୍ରଗତି ସେହି ଜାତିର ସାମଗ୍ରିକ ଚିନ୍ତା ଉପରେ ନିର୍ଭରଶୀଳ ସେହିପରି ସମଗ୍ର ଜାତିର ଚିନ୍ତା ଭାଷାର ଉନ୍ନତି ଉପରେ ହିଁ ନିର୍ଭର କରେ ଏବଂ ଭାଷାର ପ୍ରଭାବ ବିସ୍ତାର ହିଁ ଭାଷାର ଉନ୍ନତି ନିମନ୍ତେ ସର୍ବଶ୍ରେଷ୍ଠ ମାର୍ଗ କାରଣ ନିଜ ଭାଷାରେ ଭାବପ୍ରକାଶ ବ୍ୟକ୍ତି ଚେତନାକୁ ଯେତେ ସହଜରେ ଆନ୍ଦୋଳିତ କରେ ତାହା ପର ଭାଷା, ବିଦେଶୀ ଭାଷା କିମ୍ବା ବିକୃତ ଭାଷା ଦ୍ବାରା ସମାନୁପାତରେ ସମ୍ଭବ ନୁହେଁ କେବଳ ବିକଶିତ ଭାଷା ହିଁ ବ୍ୟକ୍ତିସତ୍ତାରେ ସ୍ବାଭିମାନ ଜାଗ୍ରତ କରାଏ ଏଣୁ ଜାତୀୟ ଚେତନାକୁ ସୁଗଠିତ ଓ ସଂଗଠିତ କରିବା ପାଇଁ ଭାଷା ହିଁ ଏକ ମାତ୍ର ମାଧ୍ୟମ
କେବଳ ସେଇଥିପାଇଁ ଓଡିଆ ସାହିତ୍ୟ ଡଟ୍ କମ୍ କୁ ସମଗ୍ର ଜାତି ଉଦ୍ଦ୍ୟେଶରେ ଉତ୍ସର୍ଗ କରାଯାଇଛି ଏହି ସାଇଟ୍ରେ ପ୍ରକାଶିତ ଲେଖା ପଠାଇଥିବା ଲେଖକ, ଚିତ୍ରୋତ୍ତଳକ ଏବଂ ବିଜ୍ଞାପନଦାତାଙ୍କ ବ୍ୟକ୍ତିଗତ ମତ ଏଥିରେ ଯଦି କିଛି ତୃଟି ବିଚ୍ୟୁତି (ଅଜ୍ଞାତରେ କିମ୍ବା ଅନିଚ୍ଛାକୃତ ଭାବେ) ପରିଲିକ୍ଷିତ ହୁଏ, ସେଥିପାଇଁ ଆମର ପରିଚାଳନା କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ
କାରଣ ଆମେ ଅତ୍ୟନ୍ତ ବିନମ୍ରତାର ସହିତ ସ୍ବୀକାର କରୁଛୁ କି ବ୍ୟାପକତା ଦୃଷ୍ଟିରୁ ଓଡିଆ ସାହିତ୍ୟ ଡଟ୍ କମ୍ ରେ ପ୍ରଦତ୍ତ ସମସ୍ତ ତଥ୍ୟର ସତ୍ୟାସତ୍ୟ ଜାଣିବା ସମ୍ଭବପର ନୁହେଁ ଏ ପରିପ୍ରେକ୍ଷୀରେ ତଥ୍ୟ ଯୋଗାଇଥିବା ଲେଖକ,ଚିତ୍ରୋତ୍ତଳକ, ସମ୍ବାଦଦାତା ଏବଂ ବିଜ୍ଞାପନଦାତାମାନେ ହିଁ ଆପଣା ଲେଖାପାଇଁ ଦାୟୀ ରହିବେ ଏଣୁ ଆବଶ୍ୟକ ହେଲେ ପ୍ରଦତ୍ତ ତଥ୍ୟର ସତ୍ୟତା ସମ୍ପର୍କରେ ଯାଞ୍ଚ କରିବା ପାଠକମାନଙ୍କର ବ୍ୟକ୍ତିଗତ ଦାୟିତ୍ବରେ ଛାଡିଦେଇଛୁ
ଯଦି ସାଇଟ୍ରେ ପ୍ରକାଶିତ କୌଣସି ତଥ୍ୟକୁ ଆଧାର କରି କେହି କିଛି କ୍ଷତିର ସମ୍ମୁଖୀନ ହୁଅନ୍ତି, ତେବେ ସେଥିପାଇଁ ଓଡିଆ ସାହିତ୍ୟ ଡଟ୍ କମ୍ ର କର୍ତ୍ତୃପକ୍ଷ ଦାୟୀ ହେବେ ନାହିଁ
ଓଡିଆ ସାହିତ୍ୟ ଡଟ୍ କମ୍ ରେ ପ୍ରଦତ୍ତ ସମସ୍ତ ତଥ୍ୟର ସତ୍ତ୍ବାଧାରକ, କେବଳ ଓଡିଆ ସାହିତ୍ୟ ଡଟ୍ କମ୍ର ପରିଚାଳନା କର୍ତ୍ତୃପକ୍ଷ ଅଟନ୍ତି ଏଣୁ ବିନା ଅନୁମତିରେ ଏଥିରେ ପ୍ରକାଶିତ କୌଣସି ତଥ୍ୟ (ଲେଖା, ଛବି, ଲୋଗୋ, ଫଟୋଚିତ୍ର ଇତ୍ୟାଦି)ର ଅବିକଳ ନକଲ ପ୍ରଦର୍ଶନ, ପ୍ରକାଶନ ଏବଂ ବଣ୍ଟନ ଇତ୍ୟାଦି କରିବା ଧର୍ତ୍ତବ୍ୟ ଅପରାଧ ଭାବେ ଗ୍ରହଣ କରାଯିବ ଏବଂ ଏହାର ଉଲଘଂନକାରୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ସର୍ବୋଚ୍ଚ ଦଣ୍ଡ ବିଧାନ କରାଯିବ
ଓଡିଆ ସାହିତ୍ୟ ଡଟ୍ କମ୍
Calendar
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | 6 | |
7 | 8 | 9 | 10 | 11 | 12 | 13 |
14 | 15 | 16 | 17 | 18 | 19 | 20 |
21 | 22 | 23 | 24 | 25 | 26 | 27 |
28 | 29 | 30 | 31 |