3 ଓଡ଼ିଶା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି 1 / 5 କେଉଁ ଓଡ଼ିଆ କବିଙ୍କୁ ବିଦଗ୍ଧ କବି ଭାବେ ଚିତ୍ରଣ କରାଯାଇଛି? ଉପେନ୍ଦ୍ର ଭଞ୍ଜ ଚିନ୍ତାମଣି ମହାନ୍ତି ଅଭିମନ୍ୟୁ ସାମନ୍ତ ସିଂହାର ବଳରାମ ଦାସ 2 / 5 ଓଡ଼ିଆ ସାହିତ୍ୟର ସର୍ବକାଳୀନ ବହୁଳ ଆଦୃତ ‘ଓଡ଼ିଆ ଭାଗବତ’ କିଏ ରଚନା କରିଥିଲେ? ଜଗନ୍ନାଥ ଦାସ ନୀଳକଣ୍ଠ ଦାସ ବଳରାମ ଦାସ ସାରଳା ଦାସ 3 / 5 କେଉଁ ଦିନକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଭାବେ ପାଳନ କରାଯାଏ? ୧୧ ମାର୍ଚ୍ଚ ୨୦ ଫେବ୍ରୁଆରୀ ୧ ଅପ୍ରେଲ ୨୬ ଫେବ୍ରୁଆରୀ 4 / 5 ଷୋଳଟି ସ୍ୱରବର୍ଣ୍ଣକୁ ଆଦ୍ୟ ନିୟମରେ ରଖି ସୃଷ୍ଟି ହୋଇଥିବା ଗୀତି କବିତାର ନାମ କ’ଣ? ଷୋଳପଦୀ ଷୋଡ଼ଶେନ୍ଦୁ ଷୋଡ଼ପଦୀ ଷୋଡ଼ଶା 5 / 5 ସର୍ବପ୍ରଥମ ଓଡ଼ିଆ ଭାଷାକୋଷ- ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ର ସଂକଳକ କିଏ? ଗୋବିନ୍ଦ ନନ୍ଦ ନୀଳକଣ୍ଠ ଦାସ କୌଣସିଟି ନୁହେଁ ଗୋପାଳଚନ୍ଦ୍ର ପ୍ରହରାଜ The average score is 33% 0% ପୁନାରମ୍ଭ