ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ବୃନ୍ଦାବନ ଜେନା, ଭୁବନେଶ୍ବରମୋ ପାପ ପୁଣ୍ୟର ହିସାବ କରିବ
ଏମିତି ବା କିଏ କାହିଁ
ମୋତେ ତ ଏ ଯାଏ ଭଲ ଭାବେ କେହି
ମନ ଦେଇ ଚିହ୍ନି ନାହିଁ୦
ଶୋଷ ବେଳେ ବାଛବିଚାର ନ ମାନି
ପିଇଛି ମୁଁ ନଈ ପୋଖରୀର ପାଣି
ଛାଇ ଖୋଜି ଯାହା ଥକା ମେଣ୍ଟାଇଛି
ତରୁ ତଳ ପାନ୍ଥଶାଳା ନାହିଁ ବାଛି
ଜୀଇଁବା ନେଇଛି ଜୀବନରେ ବାଛି
ଆପଣାକୁ ବୋଧ ଦେଇ୧
ମୋତେ ପଚାରିବା ନାହିଁ କିଛି ମାନେ
ଆସିଛି କି କେହି ରାତିର ସପନେ
ମୁଉଁ ତ ଏ ଯାଏ ରାତିକୁ ଚିହ୍ନିନି
ନିଦ ତ ମୋ ଲାଗି ସଦା ସଉତୁଣୀ
ନିତି ସଧବାର ଶଙ୍ଖା ମୁଁ ପିନ୍ଧୁଛି
କୋକେଇରେ ଶୋଇ ଶୋଇ୨
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →
ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?
୧. prasanta Panda | ମେ ୫, ୨୦୧୧ - ୫:୨୮ ଅପରାହ୍ନ
Namaskar Sir
Apannkara kabitati bes ucha koti ra abm sundara heichi
Dhanyabaad
୨. laxmi | ମେ ୩୧, ୨୦୧୧ - ୬:୧୮ ପୂର୍ବାହ୍ନ
kabyo kabita ti anek bholo lagila
୩. arabinda | ଜୁନ୍ ୧୫, ୨୦୧୧ - ୭:୪୭ ପୂର୍ବାହ୍ନ
ମୋ ପାପ ପୁଣ୍ୟର ହିସାବ କରିବ
ଏମିତି ବା କିଏ କାହିଁ
ମୋତେ ତ ଏ ଯାଏ ଭଲ ଭାବେ କେହି
ମନ ଦେଇ ଚିହ୍ନି ନାହିଁ୦
୪. ସୁଦର୍ଶନ ସାହୁ | ଜୁନ୍ ୨୩, ୨୦୧୧ - ୩:୫୦ ଅପରାହ୍ନ
ଏକ ଉଚ୍ଚତର ମାନସିକତାର କାବ୍ୟିକ ଅଭିବ୍ୟକ୍ତି…
୫. partha | ଜୁଲାଇ ୧, ୨୦୧୧ - ୪:୦୪ ପୂର୍ବାହ୍ନ
Ehi Anukshyana eka sansara ra jwala re dagdha manabikata ra anusandhischha. ehi kabita kabi nkara byaktitwa ku sampurna bhabe pariprakash karichhi………….
୬. ବିଭୁତି ଭୁଶଣ | ଅକ୍ଟୋବର୍ ୧୧, ୨୦୧୧ - ୬:୫୪ ପୂର୍ବାହ୍ନ
ମୋ ପାପ ପୁଣ୍ୟର ହିସାବ ନାହିଁ, ଧନ୍ୟବାଦ୍
୭. ଶୁଭକାନ୍ତ ସାହୁ | ଏପ୍ରିଲ୍ ୧୬, ୨୦୧୨ - ୨:୩୦ ଅପରାହ୍ନ
ବହୁତ ଭଲଲାଗିଲା
୮. Sourav Muduli | ଏପ୍ରିଲ୍ ୧୭, ୨୦୧୨ - ୨:୨୧ ପୂର୍ବାହ୍ନ
ସତରେ ବହୁତ୍ ଭଲ ପଦକ୍ଷେପ..ବହୁତ୍ ଭଲ ଲାଗେ ଏଇ ସବୁ ଛୋଟଛୋଟ ଗଳ୍ପ ଆଉ କବିତା ପଢି ଧନ୍ୟବାଦ୍
ସୌରଭ ମୁଦୁଲି
ନିମପଲ୍ଲି, କଳିଙ୍ଗନଗର