ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ଦୀନକୃଷ୍ଣ ପ୍ରଧାନ,ଅଳଗୁମ, ପୁରୀଆରମ୍ଭରେ ଶେଷ ନା ଶେଷରେ ଆରମ୍ଭ
କୋଉଠି ସରିଛି ଚଲାପଥ-?
ତମ ସହ ଚାଲୁଥିଲେ ବାଟ
ଯେତେ ଦୂର ସେତେ ଲାଗେ ପାଖ
ଅଥଚ ! ଏମିତି ଲାଗେ
ଓଃ ସରନ୍ତାନିକି ଏ ଅସରନ୍ତି ଗପ !
କେବେ ମରିବ ଫୁଲଗଛ
କେତେ ଦିନ ପରେ
ମାଇ ସଂଜରେ ଅନ୍ତର୍ଦ୍ଧାନ ହେବ ବୁଢୀଅସୁରୁଣୀ
ପାଣିକାଚ ନାଇ ଫେରିବ ରାଜଜେମା
ଅସରନ୍ତି ଏଇ ଗପରେ ସରିବ ତର୍ଜମା ”
ବୋଧ ହୁଏ- ହୁଁ କହୁଥିବା ଯାଏ
ଅସରନ୍ତିଥିବ ତମ ଗଳ୍ପ
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. Mr. Santosh Kumar Panda(M.Pharm) | ଫେବୃଆରୀ ୨୩, ୨୦୧୨ - ୫:୦୬ ପୂର୍ବାହ୍ନ
kabita ti bahut mana chhuan hei parichhi…..ashesh dhanyabad….