Skip to content
  • Sample Page
  • ଆମ ସମ୍ପର୍କରେ
  • ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା
  • ଘୋଷଣାନାମା
  • ପ୍ରଶ୍ନୋତ୍ତର
  • ବିଜ୍ଞାପନ
  • ଯୋଗାଯୋଗ ଠିକଣା
  • ଲେଖକ ପରିଚୟ
  • ଲେଖା ପଠାନ୍ତୁ

Copyright Odia Sahitya 2025 | Theme by ThemeinProgress | Proudly powered by WordPress

Odia Sahitya
  • Sample Page
  • ଆମ ସମ୍ପର୍କରେ
  • ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା
  • ଘୋଷଣାନାମା
  • ପ୍ରଶ୍ନୋତ୍ତର
  • ବିଜ୍ଞାପନ
  • ଯୋଗାଯୋଗ ଠିକଣା
  • ଲେଖକ ପରିଚୟ
  • ଲେଖା ପଠାନ୍ତୁ
କାବ୍ୟ ଓ କବିତା . ନବ ପ୍ରତିଭା Article

ମୋ ଦୁଃଖ ଓ ଭାରତର ମାନଚିତ୍ର

On June 29, 2025 by pksahoo

ମୋ ଭିତରର ଦୁଃଖ କୁ ଆଙ୍କିବାକୁ ବସିଲେ ଭାରତର ମାନଚିତ୍ର ଆଙ୍କି ହୋଇଯାଏ୥

ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ
ମଝିରେ ମଦର ନଈ ଚିର ପ୍ରବାହିତ,
ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତାର ବାଡ଼
ଅଭାବ ଅନାଟନର ବେତ୍ରାଘାତରେ ଭଙ୍ଗାରୁଜା ଶହଶହ ନୀଡ ୥

ଏଇ ଭାରତରେ ନଗନ୍ୟ ମଣିଷ ଟେ ମୁଁ ଆଉ ମୋ ଭିତରର ଦୁଃଖ
ଜମା ଦେଖା ଯାଏନି, ଅଥବା ବହୁତ୍ ହି ଝାପସା ଦେଖାଯାଏ,
ଆଉ ନିଜ ଦୁଃଖକୁ ଆଙ୍କିବାକୁ ବସିଲେ ଭାରତଟେ ଆଙ୍କି ହୋଇଯାଏ୥

(ବାଗଦେବୀ ମିଶ୍ର, ଅଟ୍ଟାୱ, କାନାଡା)

You may also like

ଛିଣ୍ଡା ଗୁଡି

ବାକି ଖାତା

Leave a Reply Cancel reply

You must be logged in to post a comment.

Archives

  • July 2025
  • June 2025

Calendar

July 2025
M T W T F S S
 123456
78910111213
14151617181920
21222324252627
28293031  
« Jun    

Categories

  • ଆଧୁନିକ
  • କାବ୍ୟ ଓ କବିତା
  • କାବ୍ୟ ଓ କବିତା
  • କାବ୍ୟ ଓ କବିତା
  • ଗଳ୍ପ
  • ନବ ପ୍ରତିଭା
  • ସ୍ମରଣୀୟ ଲେଖା

Copyright Odia Sahitya 2025 | Theme by ThemeinProgress | Proudly powered by WordPress