ନବ ପ୍ରତିଭା

କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା
ସ୍ଵତନ୍ତ୍ର ଉତ୍କଳର ସ୍ମୃତି ଗାଥା
|- ପ୍ରବୋଧ ଚନ୍ଦ୍ର ମୁଦ୍ରା, ସାଙ୍କୁଡ଼ା , ଗଞ୍ଜାମ
କାଲାମ
|- ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭୁବନେଶ୍ବର ବେହେରା
ନୀଳକଣ୍ଠ ଦାସ
ଅମରେଶ ବିଶ୍ବାଳ
ରମାକାନ୍ତ ରଥ
ଫତୁରାନନ୍ଦ
ସ୍ବଭାବ କବି ଗଙ୍ଗାଧର ମେହେର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସାହିତ୍ୟ ଓ ସଂସ୍କୃତି

 ୧ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ମାତୃଭାଷା ଓ ମାତୃଭୂମି ଭାବନା

‘ମାତୃଭୂମି’ ଓ ‘ମାତୃଭାଷା’ ଏ ଶବ୍ଦ ଦୁଇଟି ଉଚ୍ଚାରଣ କରିବା ମାତ୍ରକେ ଯେଉଁ କବିର ଚେତନାରେ ଏକ ଅନନ୍ୟ ଶିହରଣ ଖେଳିଯାଏ ସେଇ କବିର କବିତା ପାଠକ ଭିତରେ ସୃଷ୍ଟି କରିପାରେ ଏକ ମହନୀୟ କମ୍ପନ୤ ମାତୃଭୂମି ଓ ମାତୃଭାଷାର ପବିତ୍ର ଭାବନା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ହୃଦୟକୁ ନିତ୍ୟ ଆନ୍ଦୋଳିତ କରୁଥିଲା୤

ଡ଼.ମଣୀନ୍ଦ୍ର କୁମାର ମେହେର, ସମ୍ବଲପୁର  ( ମତାମତ - 3ଟି )

 ୨ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ

ବାରମାସର ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ ରଜ ହେଉଛି ଏକ ଅନନ୍ୟ ପର୍ବ| ରାଜ୍ୟର କେନ୍ଦୁଝର, ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼ ସମେତ ଉପକୂଳ ଅଞ୍ଚଳର ପ୍ରାୟ ସମସ୍ତ ଜିଲ୍ଲାରେ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ ମାସର ଆରମ୍ଭକୁ ମିଶାଇ ପାଳିତ ହୋଇଥାଏ ଏହି ତିନିଦିନିଆ ପର୍ବ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

 ୩ମହାବିଷୁବ ସଙ୍କ୍ରାନ୍ତି ଓ ଓଡ଼ିଆ ନବବର୍ଷ

ବିଷ୍ଣୁପ୍ରିୟା ମହାପାତ୍ର

ମହାବିଷୁବ ସଙ୍କ୍ରାନ୍ତି ଦିନ ହେଉଛି ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ୤ ସୌରମାନକ ମାସ ଅନୁସାରେ ତିଥି, ବାର ଇତ୍ୟାଦି ଗଣନା କରାଯାଏ୤ ଏହି ଗଣନା ଅନୁସାରେ ଆମେ ବାରମାସରେ ବାରଟି ସଙ୍କ୍ରାନ୍ତି ପାଳନ କରିଥାଉ୤ ଏହି ବାରଟି ସଙ୍କ୍ରାନ୍ତି ବାରଟି ରାଶିନାମରେ ନାମିତ ହୋଇଥାନ୍ତି, ଯଥା: ମେଷ, ବୃଷ……କୁମ୍ଭ, ମୀନ ଆଦି୤

ବିଷ୍ଣୁପ୍ରିୟା ମହାପାତ୍ର  ( ମତାମତ - 2ଟି )

 ୪ଓଡ଼ିଆ ଭାଷା, ଜାତି ଓ ଜାତୀୟତା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ଜଗନ୍ନାଥଙ୍କ କରୁଣାରୁ ଓଡ଼ିଆମାନେ ପ୍ରାଚୀନ ଯୁଗରୁ ଉତ୍କୃଷ୍ଟ କଳା କୌଶଳ ଜ୍ଞାତ, ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ତଥା ସମରବିଶାରଦ ଜାତି ରୂପେ ବିଶ୍ବ ଦରବାରରେ ସ୍ବତନ୍ତ୍ର ଆସନ ଅଳଙ୍କୃତ କରିଥିଲେ୤

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର  ( ମତାମତ - 1ଟା )

 ୫ଦୋଳ ଯାତ୍ରା : ଆଧ୍ୟାତ୍ମିକ ପ୍ରସଙ୍ଗ

ଲୀଳାମୟ ଭଗବାନ ଦୁଷ୍ଟ ବିନାଶ ଓ ସାଧୁର ପରିତ୍ରାଣ ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରିଛନ୍ତି୤ ଜଗନ୍ନାଥଙ୍କ ବିଷୟରେ ଐତିହାସିକ ତଥ୍ୟର ଆଲୋଚନା କଲେ ଜଣାଯାଏ ଯେ, ଯଥାର୍ଥରେ ୧୦ମ ଶତାବ୍ଦୀ ବେଳକୁ ଓଡ଼ିଶାରେ ସେ ରାଷ୍ଟ୍ରଦେବତା ରୂପେ ପରିଚିତ…

ଡଃ. ସତ୍ୟପ୍ରିୟ ମହାଳିକ, ଭୁବନେଶ୍ବର  ( ମତାମତ - 2ଟି )

 ୬ଉତ୍କଳ ସମ୍ମିଳନୀର ନବବର୍ଷ ଓଡ଼ିଆ ଢାଞ୍ଚାରେ ପାଳିତ

ଓଡ଼ିଶାର ସାଂସ୍କୃତିକ ଓ ପରମ୍ପରାକୁ ବଜାୟ ରଖିବା ତଥା ଯୁବମାନସରେ ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତିର ସ୍ମୃତି ଉଜ୍ଜୀବିତ କରିବା ନିମନ୍ତେ ‘ଉତ୍କଳ ସମ୍ମିଳନୀ’ ପକ୍ଷରୁ ୧୪ ତାରିଖ ଦିନ ମହା ସମାରୋହରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ - 1ଟା )

 ୭ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନର ଆୟୋଜନ

ଓଡ଼ିଆ ଭାଷା ପରି ଆଜି ଓଡ଼ିଆ ଘରର ପର୍ବପର୍ବାଣୀ, ପିଠାପଣା, ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ୤

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

 ୮ପ୍ରେରଣା ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ ପାଇଁ ଜନ ଜାଗରଣ ଅଭିଜାନ

ଭୁବନେଶ୍ବର: ଓଡ଼ିଆ ଭାଷା ପରି ଆଜି ଓଡ଼ିଆ ଘରର ପର୍ବ ପର୍ବାଣୀ, ପିଠାପଣା, ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ୤ ଖ୍ରୀଷ୍ଟିଆନମାନଙ୍କ ନୂଆବର୍ଷ ଜାନୁଆରୀ ୧ ତାରିଖଟିକୁ ପ୍ରତ୍ୟେକ ଓଡ଼ିଆ…

ଓଡ଼ିଆସାହିତ୍ୟ ପ୍ରେସ୍‌  ( ମତାମତ ଦିଅନ୍ତୁ →

 ୯ବିଶ୍ବନାଟ୍ୟ ଦିବସ ଓ ତିନିଦିନିଆ ନାଟ୍ୟ ଦିବସ ଉଦ୍‌ଘାଟିତ

ରାଉରକେଲା: ନାଟକ ହେଉଛି ସମାଜର ପ୍ରତିଛବି୤ ଏହା ଜରିଆରେ ସମାଜକୁ ଶିକ୍ଷା, ମନୋରଞ୍ଜନ ସବୁକିଛି ଦିଆଯାଇ ପାରେ୤ ନାଟକ ଓ ନାଟ୍ୟକାରଙ୍କ ସଫଳତା ପଛରେ ଦର୍ଶକଙ୍କ ଭୂମିକା ଅନସ୍ବୀକାର୍ଯ୍ୟ୤ ଏବେ ବିଭିନ୍ନ ବର୍ଗର କଳାକାରଙ୍କୁ ନେଇ ନାଟକକୁ ଭିନ୍ନ ସ୍ବାଦରେ ପରିବେଷଣ…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ ଦିଅନ୍ତୁ →

୧୦ଯୁବ ନାଟକ ମହୋତ୍ସବର ଶୁଭାରମ୍ଭ

ଭୂବନେଶ୍ବର : ସାହିତ୍ୟକୁ ଜୀବନ୍ତ ରୂପରେ ରୁପାୟନ କରିବାରେ ନାଟକର ଭୂମିକା ଅବର୍ଣ୍ଣନୀୟ୤ ସମାଜରେ ଯୁବଶକ୍ତିର ଆବଶ୍ୟକତା ଉପରେ, ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ନାଟ୍ୟାନୁଷ୍ଠାନ ରଙ୍ଗଭୂମୀ ପକ୍ଷରୁ ଆୟୋଜିତ ୫ ଦିନିଆ ଯୁବ ନାଟ୍ୟ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ ଦିଅନ୍ତୁ →

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଲେଖା ସବୁ ଉନ୍ନତ ଓ ତତ୍ତ୍ବପୂର୍ଣ..
    ( Pabitra das )
  • ଲେଖା ସବୁ ଉନ୍ନତ ଓ ତତ୍ତ୍ବପୂର୍ଣ..
    ( Pabitra das )
  • ପ୍ରଦିପ ଭାଇ ଏବଂ ସୁଲତା ଭଉଣୀ ଗୁଣଗ୍ରାହିତା ନିମନ୍ତେ ଧନ୍ୟବାଦ…!! ଓଡ଼ିଆ ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ ...…
    ( ପ୍ରଶାନ୍ତ କୁମାର ଭୂୟାଁ )