ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ବନ୍ଦେ ଉତ୍କଳ ଜନନୀ ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ ବନ୍ଦେ ଉତ୍କଳ ଜନନୀ ପୂତ-ପୟୋଧି-ବିଧୌତ-ଶରୀରା, ତାଳତମାଳ-ସୁଶୋଭିତ-ତୀରା, ଶୁଭ୍ରତଟିନୀକୂଳ-ଶୀକର-ସମୀରା, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ ଘନ ଘନ ବନଭୂମି ରାଜିତଅଙ୍ଗେ, ନୀଳ ଭୂଧରମାଳା…
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମତାମତ - 17ଟି →
ତୁମ ନଈ ପଠା ସୋରିଷ କିଆରୀ ପଉଷ ସକାଳ ଖରା, ମୋ ଗାଁର ଯେତେ ମଧୁମକ୍ଷୀଙ୍କର ସରାଗ ସେଥିରେ ଭରା ସଂଜ ଗଲେ ନଇଁ ତୁମ ଗାଁ କଇଁ ଆମ ଗାଁ ଚାନ୍ଦକୁ ଦେଖେ, ଆମ ଗାଁ ଚାନ୍ଦ ଭୁଲି ଅପବାଦ…
ବିପିନ୍ ମହାନ୍ତି, ବାଲିପାଟଣା, ଖୋର୍ଦ୍ଧା ମତାମତ - 13ଟି →
ମୋ ପାପ ପୁଣ୍ୟର ହିସାବ କରିବ ଏମିତି ବା କିଏ କାହିଁ ମୋତେ ତ ଏ ଯାଏ ଭଲ ଭାବେ କେହି ମନ ଦେଇ ଚିହ୍ନି ନାହିଁ୦ ଶୋଷ ବେଳେ ବାଛବିଚାର ନ ମାନି ପିଇଛି ମୁଁ ନଈ ପୋଖରୀର ପାଣି…
ବୃନ୍ଦାବନ ଜେନା, ଭୁବନେଶ୍ବର ମତାମତ - 6ଟି →
ଆଖିରେ ମାଖିଲି କଜଳ ଯତନେ – ପାଦରେ ଅଳତା ଗାର ଦିହରେ ଲେପିଲି ହଳଦି ବାଟଣ – ମୁହଁରେ ଲବଣୀ ସର ସୁନ୍ଥା ପଡ଼ିଛି ଖାଲି କିଏ ଲେପିଦେବ ସିନ୍ଥିରେ ସିନ୍ଦୂର କା’ ହାତ ହୋଇବ ସିନ୍ଦୂରେ ନାଲି ସୁନ୍ଥା ପଡ଼ିଛି…
ନୀଳାମ୍ବର ବିଶ୍ବାଳ,ଉଦ୍ୟାନ ମାର୍ଗ , ଭୁବନେଶ୍ବର -୯ ମତାମତ ଦିଅନ୍ତୁ →
ଚିରସ୍ଥାୟୀ ଦୁନିଆଁରେ କ୍ଷଣସ୍ଥାୟୀ ଶରୀର ମିଛମାୟା ମୋହେ ବାନ୍ଧି ସବୁ କହେ ମୋର ଶେଫାଳି ଫୁଲଟି ପରି କ୍ଷୁଦ୍ର ଏହି ଜୀବନ ଚତୁର୍ଦ୍ଦିଗ ଅନ୍ଧକାର ବୁଜିଦେଲେ ନୟନ ତଥାପି ମଉଳି ନାହିଁ ଆଶାର ପ୍ରଦୀପ ଏ ଜୀବନ ଲାଗିଥାଉ…
ଅକ୍ଷୟ କୁମାର ନାଏକ, ସୁନ୍ଦରଗଡ ମତାମତ - 13ଟି →