ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
କାଳିନ୍ଦି ଚରଣ ପାଣିଗ୍ରାହୀ
ଭଗବତୀ ଚରଣ ପାଣିଗ୍ରାହୀ
ଶାରଦା ପ୍ରସାଦ ମିଶ୍ର
ସୁଶାନ୍ତ ଦାଶ
ଡକ୍ଟର ମାୟାଧର ମାନସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଗଳ୍ପ (ନବ ପ୍ରତିଭା)

 ୧କଣ୍ଟା

ଶୈଳେନ୍ଦ୍ର କୁମାର ଜେନା

ଜଡ଼ାକୁ ଖବର ମିଳିଲା ଖନା ବୁଢା ମରିଗଲା ବୋଲି |

କୁଞ୍ଜ କହିଲା, ‘ ଆବେ ଜଡ଼ା… ତୋ ବାଆ ମରିଗଲା | ’ ସବୁଦିନ ପରି ଗାଈ ଚରାରୁ ଫେରି, ଜଡ଼ା ଶୌଚ ହେବା ପାଇଁ ଗଛ ଉପରକୁ ଚଢି ପାଣି ଭିତରକୁ ମାଙ୍କଡ ପରି ପ୍ରଥମ ଡିଆଁ ମାରିଥିଲା | ମାତ୍ର, ଏମିତିକା ଖବର ଶୁଣି ଅତର୍ଚ୍ଛାରେ ଘରକୁ ଧାଇଁଲା |

ଶୈଳେନ୍ଦ୍ର କୁମାର ଜେନା  ( ମତାମତ ଦିଅନ୍ତୁ →

 ୨ଅଚି଼ହ୍ନା ପ୍ରେମିକା

“ହୋଇ ଅତି ଚିହ୍ନା-ତଥାପି ଅଚି଼ହ୍ନା ନୁହେଁ ପରିଚିତ-ନୁହେଁ ସେ ଅଜଣା୤” ଏଭଳି ବ୍ୟକ୍ତିଟି କିଏ ଜାଣିବାକୁ ଯାଇ ମୋ ଅଜାଣତରେ ପାଦ ଦୁଇଟି ଚଢ଼ିଗଲା ଯାତ୍ରୀବାହୀ ବସ୍‌ ଉପରକୁ୤ ବସ୍‌ଟି ଚାଲିଲା ତା ଗନ୍ତବ୍ୟ ପଥରେ୤ ବସ୍‌ର ଗତି ପଥ ସହ…

ଜୀବର୍ଦ୍ଧନ ରଣା  ( ମତାମତ - 9ଟି )

 ୩ଅସମ୍ପୂର୍ଣ୍ଣ ଅନ୍ତିମ ପତ୍ର

“କି ସମ୍ପର୍କ ଦେଇ ଆରମ୍ଭ କରିବି ଭାବିତ ପାରୁନି କିଛି ତମେ ତମେ ବୋଲି ସମ୍ବୋଧନ ଦେଲି ତମେ ଏକ ପ୍ରଶ୍ନବାଚୀ ?” ଅମାନ୍ୟ କରିହେବନି-ପ୍ରେମ ଯୁଗେ ଯୁଗେ ପବିତ୍ର୤ କିନ୍ତୁ ସ୍ବୀକାରଯୋଗ୍ୟ ନୁହେଁ ଯେ, ପ୍ରେମ ଚୀରଦିନ ନିଷ୍କଳଙ୍କ୤ ସ୍ବଚ୍ଛ…

ଜୀବର୍ଦ୍ଧନ ରଣା  ( ମତାମତ - 5ଟି )

 ୪ଭିନ୍ନ ଇଲାକା

କୋଦାଳଟା ଥୋଇ ଜଗୁଆ ଅଣ୍ଟା ସଳଖିଲା୤ କପାଳ ଉପରେ ବିଶି ଆଙ୍ଗୁଠିଟାକୁ ୱାଇପର ଭଳି ବୁଲାଇ ଆଣି ଜମି ଆସୁଥିବା ଝାଳ ପୋଛୁପୋଛୁ ଆକାଶରେ ସୂର୍ଯ୍ୟଙ୍କ ଅବସ୍ଥିତି ଦେଖି ସମୟ ଜାଣିବାପାଇଁ ଚେଷ୍ଟା କଲା – ନା’ ବେଳ ବେଶୀ ହୋଇନି୤…

ବିଜୟ କୁମାର ମିଶ୍ର , ଭୁବନେଶ୍ବର  ( ମତାମତ - 5ଟି )

 
 
 

♦ ପାଠକୀୟ ମତାମତ

  • ଏ ଶାନ୍ତ ସରଳ ଜୀବନ ଶୈଳୀ କୁଆଡେ ଗଲା ?
    ( ରଶ୍ମି )
  • ପ୍ରାଚୀନ ଶୈଳୀରେ ନବ ପ୍ରୟାସ ।
    ( ରଶ୍ମି )
  • ସତରେ, ଭୋକିଲା ପେଟ ଆଗରେ ପାପ ପୂନ୍ୟ ଅର୍ଥହୀନ । ପ୍ରଭୂ ଶ୍ରୀକୃଷ୍ଣ ତ ଅଭିନୟ ହି କରୁଥିଲେ, ଅର୍ଜୁନ ସମ୍ମୁଖରେ - ଗୀତାର ଅଭିନବ ଉପଯୋଗ…
    ( ରବିନ୍ଦ୍ର କୁମାର ଦାଶ )