ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

→ ବ୍ୟଙ୍ଗ

 1ଧୂର୍ତ୍ତ ସାମ୍ବାଦିକ

ଯମରାଜଙ୍କ ସାମନାରେ ସାମ୍ବାଦିକଙ୍କ ଆତ୍ମା-ଜେରା ଚାଲିଛି୤ ଚିତ୍ରଗୁପ୍ତଙ୍କ ପାଞ୍ଜି ଓଲଟି ଚାଲିଛି୤ ସାମ୍ବାଦିକଙ୍କ କୃତକର୍ମର ଫଳ ହେଲା ଏକମାସ ସ୍ବର୍ଗସୁଖ ଓ ଚବିଶବର୍ଷ ଏଗାରମାସ ନର୍କଭୋଗ୤ ଯମରାଜ ପଚାରିଲେ- “ତୁମେ କେଉଁଟା ଆଗ ଭୋଗିବାକୁ ଇଚ୍ଛା କରିବ ?” ସାମ୍ବାଦିକ କହିଲେ-…

  ମତାମତ - 6ଟି →

 2ପୂଜା ନା ସଜା ?

ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା୤ ମନ ଫୁର୍ତ୍ତି ଲାଗୁଥିଲା୤ ମନରେ ଆନନ୍ଦ ଆସୁଥିଲା୤ ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି୤ ଆପଣ ପଚାରିବେ ତାହା କେମନ୍ତ ? କହୁଛି୤…

  ମତାମତ - 11ଟି →

 3ମନ୍ତ୍ରୀଙ୍କ ଭାଷଣ

“ହେ ମୋର ପ୍ରିୟ ଛାତ୍ରୀଛାତ୍ରଗଣ, ଏ ସଭାର ସଭାପତି ତଥା କଲେଜର ଅଧ୍ୟକ୍ଷ ଏବଂ ସାଂସ୍କୃତିକ ସମାରୋହର ସମ୍ପାଦକଙ୍କୁ ମୋତେ ମୁଖ୍ୟଅତିଥି ରୂପେ ଡାକିଥିବାରୁ ଧନ୍ୟବାଦ ଦେଇ ମୁଁ ଖୁବ୍ ଅଳ୍ପ ସମୟ ମଧ୍ୟରେ ମୋର ବକ୍ତବ୍ୟ ଶେଷ କରିବାକୁ ଯାଉଛି୤…

ନାରାୟଣ ମିଶ୍ର, ଭୁବନେଶ୍ବର  ମତାମତ - 11ଟି →

 4ଘୋଡା ପାଇଁ ଦାନା ଯୋଗାଡ

“ଅତିରିକ୍ତ ଯନ୍ତ୍ରୀ” ଉଚ୍ଚାରଣ କରିବାକୁ କଷ୍ଟ ହେବାରୁ ଲୋକେ ଭଗବାନ ବାବୁ ଓରଫା ଭାଗୁବାବୁଙ୍କୁ ‘ଅଯନ୍ତ୍ରୀ’ ବୋଲି ଡାକୁଥିଲେ୤ ଅଯନ୍ତ୍ରୀ ନହେବା ଯାଏଁ ସେ ବାହାଘର ନାଁ ଶୁଣିଲେ ଫିଡୁକୁଥିଲେ୤ ଅଯନ୍ତ୍ରୀ ପଦବୀଟାକୁ ଥୋପ କରି ସେ ବିନିଶୀଟାକୁ ଶ୍ବଶୁରଘର ଦୀଘିରେ…

  ମତାମତ - 14ଟି →

 5ଆମ ସମୟର ଚରିତ୍ରମାନେ

ଗାଁର ଚାନ୍ଦାଭେଦା ଦେଇ ନ ପାରିବା ହେତୁ ରାମ ମିଶ୍ରେ ଏକଘରକିଆ ହେଲେ୤ ସେଇଠୁ ଧୋବା ଓ ବାରିକ ତାଙ୍କୁ ଖଟନ୍ତିନାହିଁ୤ ଗୋଟିଏ ପୁଅ ପୋଲିଓ ଯୋଗୁଁ ଅକର୍ମଣ୍ୟ, ଅର୍ଥାଭାବରୁ ଦୁଇଟି ଝିଅଙ୍କ ବୟସ ଗଡ଼ିଯାଉଛି୤ ବାହାଘର ପାଇଁ ଯେନତେନ ପ୍ରକାରେ…

ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା  ମତାମତ - 3ଟି →

 6ଗୋଟେ ସମୟ ଥିଲା

ସମୟ କେତେ ଜିନିଷ ବଦଳେଇ ଦିଏ୤ ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍‌ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି୤ ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍୤…

  ମତାମତ - 5ଟି →

 7ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ

ଆଜିକାଲି ବହୁତ ଡେ ପାଳନ କରାଯାଉଛି୤ ଫାଦରସ୍‌ ଡେ, ମଦରସ୍‌ ଡେ, ଡକ୍ଟରସ୍‌ ଡେ, ଚିଲ୍‌ଡ୍ରେନ୍‌ସ ଡେ, ଭ୍ୟାଲେଣ୍ଟାଇନ୍‌ ଡେ୤ ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି୤ ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ…

  ମତାମତ - 5ଟି →

 8ବୟସର ଦୁଃଖ

ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ ୤ ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର ୤ ବିଶ୍ବ ସମତା ପ୍ରତିଷ୍ଠା ଦିଗରେ…

ରବି କାନୁନ୍‌ଗୋ  ମତାମତ - 2ଟି →

 9ବିୟୁଟି ପାର୍ଲର୍‌

ବା ଘର ଘର ବୁଲି ଦାଢିମାଙ୍କୁଡି କଟାକଟି କରୁଥିବାବେଳେ ଛୁଞ୍ଚିଆ ବି ସାଙ୍ଗରେ ଯାଉଥିଲା ୤ କିନ୍ତୁ ସାପ ମନ୍ତ୍ର ଜଣା ନ ଥିବାରୁ ଖାଲି ନଖ କାଟିବା ତାଦ୍ବାରା ସମ୍ଭବ ହେଉଥିଲା ୤ ସେତେବେଳେ ଛୁଞ୍ଚିଆ ଅଣ୍ଡାଟେ ଥିଲା ୤…

  ମତାମତ - 9ଟି →

♦ ପାଠକୀୟ ମତାମତ