ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
( କବିତାର ଶୀର୍ଷକକୁ କ୍ଲିକ୍ କରି କବିତା ପାଠ ଶୁଣନ୍ତୁ )
ଶୀର୍ଷକ | ଲେଖକ/ଲେଖିକା | ସମୟ | |
---|---|---|---|
ଅଶ୍ରୁ | କବିତା | କାମାକ୍ଷୀ ପ୍ରସାଦ ଦାଶ | ୨.୧୧ |
ସମୀକ୍ଷା | କବିତା | କାମାକ୍ଷୀ ପ୍ରସାଦ ଦାଶ | ୨.୨୮ |
ଫଗୁଣ ଆସିଛି | କବିତା | କାମାକ୍ଷୀ ପ୍ରସାଦ ଦାଶ | ୫.୨୭ |
ଜୟ | କବିତା | କାମାକ୍ଷୀ ପ୍ରସାଦ ଦାଶ | ୨.୧୧ |
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. ପ୍ରଶାନ୍ତ କୁମାର ଭୂୟାଁ | ଏପ୍ରିଲ୍ ୪, ୨୦୧୨ - ୧:୩୬ ଅପରାହ୍ନ
କାମାକ୍ଷୀ ପ୍ରସାଦ ଭାଇ,
ଅତି ଶ୍ରୁତି ମଧୁର…ସରଳ ଓ ସାବଲୀଳ ଭାଷା ର ପ୍ରୟୋଗ…ଆପଣ ଙ୍କ କବିତା ପାଠ କୁ ହୃଦୟସ୍ପର୍ଶୀ କରିପାରିଛି ।
ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଆପଣଙ୍କ ମନ-ହୃଦୟ-ଆତ୍ମା କୁ ସଦା ସର୍ବଦା ସୁଖ-ଶାନ୍ତି-ପ୍ରେମ ରେ ଭରିଦେବା କୁ ପ୍ରାର୍ଥନା କରୁଛି ।
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା…
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
୨. ପ୍ରଶାନ୍ତ କୁମାର ନାୟ୍କ | ଏପ୍ରିଲ୍ ୬, ୨୦୧୨ - ୧୧:୦୧ ପୂର୍ବାହ୍ନ
ମୁ ନିଜକୁ ବହୁତ ଗର୍ବ ଅନୁଭବ କରୁଛି ଯେ ଅମେ ବି କମ ନୁ୍ହଁ .
୩. ପୂର୍ଣ୍ଣ ଚନ୍ଦ୍ର ରଥ | ଏପ୍ରିଲ୍ ୧୨, ୨୦୧୨ - ୧୨:୨୧ ଅପରାହ୍ନ
‘ଓଡିଆ ସାହିତ୍ୟ୍ ରେ କବିତା ପାଠ ଏକ ସୁନ୍ଦର ପରିକଳ୍ପନା ବିଭିନ୍ନ
୪. avilash | ମେ ୩୦, ୨୦୧୨ - ୧୦:୪୬ ଅପରାହ୍ନ
ଅତି ସୁନ୍ଦର୍ କବିତା…ମୁଁ ଓଡିଆ ବୋଲି ଗର୍ବିତ…
୫. mousumi, bhubaneswar,odisha | ନଭେମ୍ବର୍ ୧୨, ୨୦୧୨ - ୪:୩୮ ପୂର୍ବାହ୍ନ
atyanta srutimadhura kabita …