ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆସ ପ୍ରିୟା ହୋଇଯିବା
ମିଥୁନ ମୁଦ୍ରାରେ
ଶିଳାରେ ଖୋଦିତ
ମୂର୍ତ୍ତି ମନୋରମ,
ନିହଣ ମୁନରେ ଫୁଟି ଉଠିବ
ସୃଷ୍ଟିର ସୂକ୍ଷ୍ମ ଅନୁପମ ୧
ମନ୍ଦିର କାନ୍ଥରେ
ଜୀବନ୍ତ ନାଚିବା
ପ୍ରେମ ପ୍ରଣୟର ତାଳେ ତାଳେ
ସ୍ବର୍ଗୀୟ ଶୃଙ୍ଗାର,
ଶୀଳ୍ପି କାରୁକାର୍ଯ୍ୟେ
ଆଦିମ ଯୁଗକୁ ଫେରିଯିବା
ଭବିଷ୍ୟତ କରୁଥିବ
ଅତିବ ଆଦର ୨
ଭକ୍ତଠାରୁ ଭାବୁକେ
ନିର୍ବାକେ ଦେଖିବେ
ସଂସାରର ଶ୍ରେଷ୍ଠ ଶିହରଣ,
ସୃଷ୍ଟି ପାଇଁ-
ଆମେ ଅର୍ପଣ ହୋଇଯିବା
ଖୋଲିଦେଇ ମାନବ ମନର
ଯେତେ ସବୁ ମିଛ ଆବରଣ ୩
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. Sambit Kumar Panda, Singapore | ମାର୍ଚ୍ଚ୍ ୨୯, ୨୦୧୩ - ୮:୦୧ ଅପରାହ୍ନ
Good inspiration …
୨. SUSANTA MISHRA, Bangalore | ଏପ୍ରିଲ୍ ୧୪, ୨୦୧୩ - ୧୦:୪୮ ଅପରାହ୍ନ
Bhala heichi.
୩. ଆଦିତ୍ୟ କୁମାର ପଣ୍ଡା, ମହୀଶୂର | ଜୁଲାଇ ୫, ୨୦୧୩ - ୧୨:୫୧ ପୂର୍ବାହ୍ନ
ବଢ଼ିଆ ହୋଇଛି କଳା, ଶୃଙ୍ଗାର ଏବଂ ଜୀବନର ଏକ ଜୀବନ୍ତ କବିତା |
୪. ପ୍ରସେନଜିତ ସେଠୀ, ଜଗତସିଂହପୁର , ବାଲିଆ | ଅକ୍ଟୋବର୍ ୨୮, ୨୦୧୩ - ୧:୨୫ ଅପରାହ୍ନ
ଅତି ସୁନ୍ଦର ଏବଂ ମନୋରମ |
୫. Dillip Kumar Nayak, F/89, NIT Campus Rourkela | ଡିସେମ୍ବର୍ ୫, ୨୦୧୩ - ୧୧:୪୫ ଅପରାହ୍ନ
sanskruti helani rasatala paschatya pathare ! Jeebanta paribaki gadhi nihana munare
୬. ନମିତା ଦାଶ, ବ୍ରହ୍ମପୁର..ଗଞ୍ଜାମ୍ | ମାର୍ଚ୍ଚ୍ ୫, ୨୦୧୪ - ୧୦:୫୦ ପୂର୍ବାହ୍ନ
ଭଲ ଲାଗିଲା….
୭. ପ୍ରଭାତ କୁମାର ଆଚାର୍ଯ୍ୟ, Bhanjanagar;odisha | ଜୁନ୍ ୨୮, ୨୦୨୦ - ୫:୪୯ ପୂର୍ବାହ୍ନ
ଚମତ୍କାର ଭାବ ଓ ସମ୍ଭାରପୂର୍ଣ୍ଣ ।