ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ପ୍ରେମ କରେ ଯିଏରେ!
ତାଠୁ ସୁଖୀ କିଏରେ!
ସେହି ସିନା
ମାଟ୍ରିକ୍ରେ ହାଟ୍ରିକ୍କରେ
ସେହି ସିନା ରହିଯାଏ
ଦି‘ ଥର ବି.ଏ ରେ!
ପ୍ରେମ କରେ ଯିଏରେ!
ତାଠୁ ସୁଖୀ କିଏରେ!
ପହିଲେ ପହିଲେ
କଫି, ଲସି
ପରେ ନାଲି ପାଣି ପିଏରେ!
ସହର ବଜାର
ଗଳି ଉପଗଳି
ଚାରିଆଡେ ଆଜି ଛତୁଫୁଟା ଭଳି
ମେଞ୍ଚା ମେଞ୍ଚା
ଜୁଲିଏଟେ ଆଉ ରୋମିଓ
ବୁଝିହୁଏ ନାହିଁ
ସେମାନଙ୍କ ପାଇଁ
ଆୟୁରବେଦି ନା ହୋମିଓ???
ପ୍ରେମ କରିବାର
ମାତ୍ର ଗୋଟିଏ ବର୍ଷରେ!
ଇଏ ପଡିଗଲେ ମଳକଂଟକେ
ସିଏ ପଡିଯାନ୍ତି ଅର୍ଶରେ!
ପ୍ରେମ!
ମସ୍ତ ମସ୍ତ ମର୍ଦ୍ଦକୁ କରେ ପାଗଳ!
ପ୍ରେମ!
ଚଉଧୁରୀ ବଜାର ଷଣ୍ଢକୁ କରେ
ଛ ନମ୍ବର ଛାଗଳ!
ପ୍ରେମ!
ବଦଳାଇ ପାରେ ଦୁନିଆ!
କୋଶଳାକୁ କେବେ କରେ
ନେଉଟିଆ
ଆଉକେବେ ସୁନୁସୁନିଆ!
ମତାମତ ସଂଖ୍ୟା - ୪୭ ଆପଣଙ୍କ ମତାମତ ?
୧. biswa | ମାର୍ଚ୍ଚ୍ ୧୮, ୨୦୧୧ - ୨:୪୧ ପୂର୍ବାହ୍ନ
very nice tool to use
୨. ଧିରେନ୍ଦ୍ର ନାଥ କର | ମାର୍ଚ୍ଚ୍ ୨୦, ୨୦୧୧ - ୩:୩୬ ଅପରାହ୍ନ
ବହୁତ ଭଲ ଲାଗିଲା
୩. akash | ମାର୍ଚ୍ଚ୍ ୨୮, ୨୦୧୧ - ୬:୪୨ ପୂର୍ବାହ୍ନ
Nice Boos,
୪. nomananda sahu | ମାର୍ଚ୍ଚ୍ ୨୯, ୨୦୧୧ - ୨:୨୫ ପୂର୍ବାହ୍ନ
excellent. 10ks.
୫. ଅଭିମନ୍ୟୁ ବେହେରା | ମାର୍ଚ୍ଚ୍ ୩୧, ୨୦୧୧ - ୨:୦୬ ପୂର୍ବାହ୍ନ
ଆପଣଙ୍କର ପ୍ରେମ ଗବେଷଣା ଭଲ ଲାଗିଲା…………..
୬. sudipta rout | ଏପ୍ରିଲ୍ ୯, ୨୦୧୧ - ୩:୨୫ ଅପରାହ୍ନ
the best lines
୭. chinu | ଏପ୍ରିଲ୍ ୧୩, ୨୦୧୧ - ୨:୦୪ ପୂର୍ବାହ୍ନ
very very interesting .Thanks to u………………….
୮. BISIKESAN NAYAK | ଏପ୍ରିଲ୍ ୨୩, ୨୦୧୧ - ୩:୧୪ ପୂର୍ବାହ୍ନ
ଭାରୀ ଚମତକାର୍
୯. ସରୋଜ କୁମାର ମହାନ୍ତି | ଜୁନ୍ ୨, ୨୦୧୧ - ୭:୦୧ ପୂର୍ବାହ୍ନ
କ’ଣ ବ୍ଯକ୍ତିଗତ ଅନୁଭବ? ବାହା ହେବାର ଅନୁଭବ ନା ବରଯାତ୍ରୀ ଯିବାର?
୧୦. Tapan | ଜୁନ୍ ୩, ୨୦୧୧ - ୧:୨୨ ପୂର୍ବାହ୍ନ
bhai mast…pahile pahile coffe,lassie….then nali pani.really great.Still the best part of life….PREMA
୧୧. Santosha | ଜୁଲାଇ ୧, ୨୦୧୧ - ୪:୫୮ ପୂର୍ବାହ୍ନ
Fantastic and fabolous very nice
୧୨. SUBODH DAS | ଜୁଲାଇ ୩, ୨୦୧୧ - ୮:୩୦ ପୂର୍ବାହ୍ନ
jete helebi eha heuchhi jeevanar satyata. khub sundar gabesana.
୧୩. ସୁଶାନ୍ତ କୁମାର ନାୟକ | ଜୁଲାଇ ୫, ୨୦୧୧ - ୫:୨୭ ପୂର୍ବାହ୍ନ
କଣ ଲେଖିଛନ୍ତି ମ !
୧୪. ରଜେନ୍ଦ୍ର | ଜୁଲାଇ ୧୮, ୨୦୧୧ - ୬:୫୬ ପୂର୍ବାହ୍ନ
ବହୁତ ଭଲ
୧୫. ସରୋଜ ସାହୁ | ଜୁଲାଇ ୨୨, ୨୦୧୧ - ୧:୨୦ ଅପରାହ୍ନ
ମଜା ଲାଗିଲା
୧୬. Shishir ku. sahu | ଅଗଷ୍ଟ୍ ୨, ୨୦୧୧ - ୧୧:୨୦ ପୂର୍ବାହ୍ନ
Aha ki sundar lekha tora, Thakura pakhare guhari karuchhi,karithantu tumaku ashisa re DEBASHISHA.
୧୭. sanjatkumarsahoo | ସେପ୍ଟେମ୍ବର୍ ୧, ୨୦୧୧ - ୧୧:୪୮ ଅପରାହ୍ନ
ଆପଣଙ୍କର ପ୍ରେମ ଗବେଷଣା ଭଲ ଲାଗିଲା…………..
୧୮. ଝସ କେତନ ବିସୋଇ | ଅକ୍ଟୋବର୍ ୩, ୨୦୧୧ - ୯:୩୫ ଅପରାହ୍ନ
ବହୁତ ଭଲ ଲାଗିଲା
୧୯. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା | ଅକ୍ଟୋବର୍ ୬, ୨୦୧୧ - ୫:୨୩ ପୂର୍ବାହ୍ନ
କଣ ଲେଖିଲ, ହୃଦୟକୁ ଛୁଇଁଗଲା
୨୦. bhaskar behera | ନଭେମ୍ବର୍ ୨୦, ୨୦୧୧ - ୮:୧୬ ପୂର୍ବାହ୍ନ
very good
୨୧. ବିଭୁତି ଭୁଶଣ (Jampada, Jajpur) | ଡିସେମ୍ବର୍ ୧୨, ୨୦୧୧ - ୧୨:୪୮ ପୂର୍ବାହ୍ନ
Thank you Bhai, ei bhali gotie gotie bastabika Kabita ambha mananku deu thantu.
୨୨. sudipt swain{jajpur.kuakhia} | ଡିସେମ୍ବର୍ ୨୩, ୨୦୧୧ - ୧୧:୧୮ ଅପରାହ୍ନ
very……………..nice
୨୩. ଅରୁଣ କୁମାର ମହାନ୍ତି,ବିଣାଦଣ୍ଡା,ରାଜଘରପୋଖାରୀ,ଭଦ୍ରକ | ଜାନୁଆରୀ ୭, ୨୦୧୨ - ୩:୨୨ ପୂର୍ବାହ୍ନ
ଯେଉଁ ଭାଇମନେ ଇଣ୍ଟରନେଟ ଜାଣନ୍ତି ଏବଂ ବ୍ୟବହାର କରନ୍ତି,ଅନ୍ୟକୌଣସି website ରେ କର୍ଯ୍ୟ କରିବା ସଙ୍ଗେସଙ୍ଗେ,ଏହି website କୁ ଭୁଲିନଯିବାକୁ ଅନୁରୋଧ |
୨୪. ଜିଲୁ | ଜାନୁଆରୀ ୧୪, ୨୦୧୨ - ୬:୪୫ ପୂର୍ବାହ୍ନ
କାବ୍ୟ ଓ କବିତା ଗୁଡିକ ବହୁତ ଭଲ ଲାଗିଲା
୨୫. ମିନତି ସାହୁ | ଜାନୁଆରୀ ୧୭, ୨୦୧୨ - ୪:୫୦ ପୂର୍ବାହ୍ନ
ବହୁତ ଭଲ ଲାଗିଲା.
୨୬. ବେଦ ପ୍ରକାଶ୍ ପାତ୍ର | ଜାନୁଆରୀ ୧୯, ୨୦୧୨ - ୧୦:୨୮ ପୂର୍ବାହ୍ନ
ବହୁତ ସୁନ୍ଦର କବିତା ଟିଏ :)
୨୭. pradyumna kumar behera | ଫେବୃଆରୀ ୨୧, ୨୦୧୨ - ୧୧:୪୭ ଅପରାହ୍ନ
Very nice & get a lesson who are fall in love in college life
୨୮. manashi sahoo | ଏପ୍ରିଲ୍ ୨, ୨୦୧୨ - ୯:୧୯ ଅପରାହ୍ନ
ପ୍ରେମ ଯଦି ମର୍ଦ୍ଦ ଙ୍କୁ ପାଗଳ ଓ ଷଣ୍ଢ କୁ ଛାଗଳ କରି ପାରନ୍ତା ତାହେଲେ ଆଉ ଦୁଖ କଣ??ମର୍ଦ ଙ୍କ ପାଇ ପାଗଳ ଖାନା ଓ ଷଣ୍ଢ ଙ୍କ ପାଇ ବାରି ପଟ ଗୁହାଳ ଯଥେଷ୍ଠ।କିନ୍ତୁ ଦୁଖ ର କଥା ସେମିତି ହୋଇ ପାରୁନି।
୨୯. ଅମିୟ ରଞ୍ଜନ | ଏପ୍ରିଲ୍ ୩, ୨୦୧୨ - ୫:୧୬ ପୂର୍ବାହ୍ନ
ବହୁତ ଭଲ
୩୦. CHANDAN | ଏପ୍ରିଲ୍ ୧୩, ୨୦୧୨ - ୨:୨୮ ପୂର୍ବାହ୍ନ
ଭଲ
୩୧. ଗିରିଜା ଶଙ୍କର ପଣ୍ଡା | ଏପ୍ରିଲ୍ ୧୪, ୨୦୧୨ - ୮:୫୮ ଅପରାହ୍ନ
ପ୍ରେମର ଗବେଷଣା ଜାରି ରହୁ
୩୨. subhashis mishra | ମେ ୨୫, ୨୦୧୨ - ୨:୨୭ ଅପରାହ୍ନ
bandhu tume khusire ruha,aau ama samastsnku emiti mugdha karutha a.
tumara subhakankhi
subhashis
୩୩. avilash | ମେ ୩୦, ୨୦୧୨ - ୧୦:୫୧ ଅପରାହ୍ନ
ପ୍ରେମ ଅଛି ଯାହାର ସବୁ ସୁଖ ତାହାର
୩୪. ସଞ୍ଜୟ କୁମାର କୁଣ୍ତ . ଚାନ୍ଦବାଲି ଭଦ୍ରକ | ଅଗଷ୍ଟ୍ ୩, ୨୦୧୨ - ୧:୨୬ ପୂର୍ବାହ୍ନ
ବହୁତ ଭଲ ଲାଗିଲା । ଗୋଟିଏ ସୁନ୍ଦର ପ୍ରେମ କବିତା ଲେଖନ୍ତୁ ଯେମିତି ହୃଦୟ କୁ ଛୁଇଁଲା ଭଲି । ଧନ୍ୟବାଦ୍
୩୫. ଲେନିନ୍ ମହାନ୍ତି, କେନ୍ଦ୍ରାପଡା,ଓଡିଶା | ଜାନୁଆରୀ ୧୧, ୨୦୧୩ - ୧:୫୨ ଅପରାହ୍ନ
ଦେବାଶିଷ ଭାଈ, ବହୁତ ଭଲ ହେଇଚି କବିତାଟି…..
ଆଜିକାଲିର ପ୍ରେମକୁ ସୁନ୍ଦର ଭାବେ ବର୍ଣ୍ଣନା କରିଚନ୍ତି ଆପଣ….
just keep it up….very nice
୩୬. ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ସାଇଲୋ ଝାରପଡା | ଜାନୁଆରୀ ୨୨, ୨୦୧୩ - ୮:୨୩ ପୂର୍ବାହ୍ନ
ଅତିସୁନ୍ଦର କବିତା
୩୭. jagannath, oltapur | ଏପ୍ରିଲ୍ ୨୮, ୨୦୧୩ - ୨:୦୭ ଅପରାହ୍ନ
raja lekha
khanti odiare atti uttama
୩୮. ତୋଫାନ ସାହୁ, ପୁରୀ, ଜାମଳଗଦା | ଅଗଷ୍ଟ୍ ୨୯, ୨୦୧୩ - ୫:୦୧ ପୂର୍ବାହ୍ନ
ସୁନ୍ଦର
୩୯. ଜ୍ଞାନରଞ୍ଜନ ସ୍ୱାଇଁ, ରାୟପୁର | ଅଗଷ୍ଟ୍ ୩୦, ୨୦୧୩ - ୯:୦୮ ଅପରାହ୍ନ
ବଢିଆ ଲାଗିଲା…
୪୦. ନମିତା ଦାଶ, ବ୍ରହ୍ମପୁର, ଗଞ୍ଜାମ | ଫେବୃଆରୀ ୧୭, ୨୦୧୪ - ୨:୫୭ ପୂର୍ବାହ୍ନ
ବହୁତ୍ ସୁନ୍ଦର୍ କବିତା
୪୧. ମାନସ, ଦଶପଲ୍ଲା | ଜୁନ୍ ୭, ୨୦୧୫ - ୫:୨୦ ପୂର୍ବାହ୍ନ
ଏହିପରି ଲେଖୁଥାଅ
୪୨. ବିଜୟ ମେହେର, ବୌଦ ,ଓଡିଶା | ଅଗଷ୍ଟ୍ ୨୦, ୨୦୧୫ - ୮:୧୮ ପୂର୍ବାହ୍ନ
ବହୁତ ସୁନ୍ଦର କବିତା
୪୩. ସମିର କୁମାର ସାହୁ, ଓଡିଶା | ଅକ୍ଟୋବର୍ ୨୨, ୨୦୧୫ - ୭:୦୮ ପୂର୍ବାହ୍ନ
ବହୁତ ଭଲ ଲାଗିଲା । ଏହିପରି ଲେଖୁଥାଅ,
ଧନ୍ୟବାଦ୍
୪୪. ମୁନା ସାହୁ, ଢେବଙ୍କାନାଳ | ଡିସେମ୍ବର୍ ୧୪, ୨୦୧୫ - ୪:୨୩ ପୂର୍ବାହ୍ନ
ସତରେ ବହୁତ ଭଲ ଲାଗିଲା
୪୫. ashish kumar giri, Balasore | ମାର୍ଚ୍ଚ୍ ୨୨, ୨୦୧୬ - ୮:୩୮ ଅପରାହ୍ନ
I am really very happy to read these poems
୪୬. Dushmanta ku dalai, Cuttack odisha | ଏପ୍ରିଲ୍ ୭, ୨୦୧୬ - ୩:୧୪ ଅପରାହ୍ନ
ଅତିରିକ୍ତ ଚମତ୍କାର । ଏହି ପରି ବ୍ୟଙ୍ଗ କବିତା ଆହୁରି ସ୍ତାନ ପାଉ
୪୭. ଅକ୍ଷୟ କୁମାର ରଥ, ଗୁଣପୁର, ରାୟଗଡ ଜିଲ୍ଲା, ଓଡିଶା | ଏପ୍ରିଲ୍ ୧୯, ୨୦୧୬ - ୬:୪୮ ପୂର୍ବାହ୍ନ
ପ୍ରେମ!
ନିଏ ଯେବେ ସ୍ତ୍ରୀ ରୂପ
ପ୍ରେମ!
କିଛିଦିନ ମଧୁଚନ୍ଦ୍ରିକା ପରେ
ଦେଖାଏ ଅସଲି ରୂପ
ପ୍ରେମ!
ବରାଦି କାନଫୁଲ ଆଉ
କୁକୁଡା ମାଉଁସ ନ’ନେଲେ
ଫଣା ଟେକେ ସେହି ସୁନ୍ଦରୀ ସାପ ॥