ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୁଶାନ୍ତ ଦାଶ
ସୁଶାନ୍ତ ଦାଶ ମାର୍କେଟିଂ ବୃତ୍ତିରେ କାର୍ଯ୍ୟକରୁଥିବା ସୁଶାନ୍ତ ଦାଶଙ୍କ ନିଶା ହେଉଛି କବିତା ଲେଖା୤ ନବୀନ ପତ୍ରିକା ପକ୍ଷରୁ ପ୍ରଦତ୍ତ ବିଷୁବ ସମ୍ମାନ ସହିତ ଅନ୍ୟ କେତେକ ପୁରସ୍କାର ଓ ସମ୍ମାନ ପାଇଥିବା ସୁଶାନ୍ତ ଦାଶଙ୍କ କିଛି ଅନ୍ବେଷା, ରୋମ୍‌ରୁ ମୋନାଲିଆ, ଇଶ୍ବରଙ୍କ ସହ କାଳି ଝିଅ ଆଦି କବିତା ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ପାଇଛି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ