ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶକ୍ତି ମହାନ୍ତି
ଶକ୍ତି ମହାନ୍ତି ଜଣେ ଯୁବ କବି ଭାବେ ଶକ୍ତି ମହାନ୍ତିଙ୍କର ଅଦ୍ୟାବଧି ତିନୋଟି କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି୤ ପେଶାରେ ଜଣେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିବା ଶ୍ରୀ ମହାନ୍ତି ନୂତନ ଢଙ୍ଗର କବିତା ଲେଖିବାରେ ସିଦ୍ଧହସ୍ତ୤ ଶ୍ରୀ ମହାନ୍ତି ବିଶେଷ କରି କବିତା ଲେଖିବାକୁ ଅଗ୍ରାଧିକାର ଦେଇଥାନ୍ତି୤ ଅଦ୍ୟାବଧି ଶ୍ରୀ ମହାନ୍ତିଙ୍କ ‘ପୁଣି ବର୍ଷା’, ‘ସୀମା ହୀନ’ ଏବଂ ‘ଲଘୁଚାପ’ କବିତା ସଙ୍କଳନ ପ୍ରକାଶିତ ହୋଇସାରିଛି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ