ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶାରଦା ପ୍ରସାଦ ମିଶ୍ର
ଶାରଦା ପ୍ରସାଦ ମିଶ୍ର ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜ୍ୟପାଳମାନଙ୍କର ଲୋକସମ୍ପର୍କ ଅଧିକାରୀଭାବେ କାର୍ଯ୍ୟକରିବା ସହିତ ଶାରଦା ପ୍ରସାଦ ମିଶ୍ର(୧୯୬୩-୨୦୧୬) ନିଜର ଲେଖା ପାଇଁ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଜଣେ ସରକାରୀ କର୍ମଚାରୀଭାବେ କାର୍ଯ୍ୟରତ ଥିବା ସମୟରେ କର୍କଟ ପରି ଦୂରାରୋଗ୍ୟରେ ପୀଡ଼ିତ ଥାଇ ମାତ୍ର ୫୩ ବର୍ଷରେ ଇହଲୀଳା ସମ୍ବରଣ କରିଥିବା ଶ୍ରୀ ମିଶ୍ର ବିଶେଷଭାବେ ଜଣେ ଗାଳ୍ପିକ ଓ ଔପନ୍ୟାସିକଭାବେ ପରିଚିତ ଥିଲେ। ତାଙ୍କ ରଚିତ ଉପନ୍ୟାସ ମାଧ୍ୟରେ ‘ଉତ୍ତାନପାଦ’ ଏବଂ ଗଳ୍ପ ସଙ୍କଳନ ମଧ୍ୟରେ ‘ରାତ୍ରୀର ଅଜବ ଦୃଶ୍ୟ’ ଓ ‘ଅପହଞ୍ଚ ଇଲାକାର ଅଧୀଶ୍ୱର’ ଆଦି ପୁସ୍ତକ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଏକାଧିକ ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ