ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସେନାପତି ପ୍ରଦ୍ୟୁମ୍ନ କେଶରୀ
ସେନାପତି ପ୍ରଦ୍ୟୁମ୍ନ କେଶରୀ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ସେନାପତି ପ୍ରଦ୍ୟୁମ୍ନ କେଶରୀ ଜଣେ କବି ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି୤ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ କବିତା ଲେଖା ଉପରେ ନିବନ୍ଧ ଲେଖି ନିଜର ପିଏଚ୍ଡି ହାସଲ କରିଥିବା ପ୍ରଦ୍ୟୁମ୍ନ କେଶରୀଙ୍କ ଏଯାବତ୍ ଏକାଧିକ କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦୃତି ହାସଲ କରିଛି୤ ଏକାଧିକ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଥିବା ଶ୍ରୀ ସେନାପତିଙ୍କ ଲେଖାରେ ମୁଖ୍ୟତଃ ସାମାଜିକ ବ୍ୟବସ୍ଥା ଉପରେ ଅନୁଶୀଳନ ପ୍ରତିଫଳିତ ହୋଇଥାଏ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ