ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମନୋରଞ୍ଜନ ପାଣିଗ୍ରାହୀ
ମନୋରଞ୍ଜନ ପାଣିଗ୍ରାହୀ ଜଣେ ସରକାରୀ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ସୁଦ୍ଧା ମନୋରଞ୍ଜନ ପାଣିଗ୍ରାହୀ କବିତା ଲେଖିବାରେ ନିମଗ୍ନ ରହିଛନ୍ତି୤ ବର୍ତ୍ତମାନ ସୁଦ୍ଧା ମୁହଁ ଦର୍ପଣ, ମୃନ୍ମୟ ମୁହୂର୍ତ୍ତ ଓ କବିତା ଲେଖୁଥିବା ପୁଅ ଆଦି କବିତା ଗ୍ରନ୍ଥ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ଅନ୍ୟତମ୤ ଓଡ଼ିଶା ଯୁବ କବି ପୁରସ୍କାର ସହିତ ଅନ୍ୟାନ୍ୟ ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ