ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କିଶୋରୀକିଙ୍କର ଦାସ
କିଶୋରୀକିଙ୍କର ଦାସ ବେଶୀ ଲେଖା ଲେଖି ନଥିବା କିଶୋରୀକିଙ୍କର ଦାଶ ଶିଶୁ ସାହିତ୍ୟ ସହିତ ଆଧୁନିକ ଓ ବ୍ୟଙ୍ଗ କବିତା ଆଦି ଲେଖିଛନ୍ତି୤ ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଏବଂ "ଭକ୍ତ ନୈବ୍ୟଦ୍ୟ" ନାମକ ଏକ କବିତା ସଙ୍କଳନ ପୁସ୍ତକ ପ୍ରକାଶ ପାଇଛି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ