ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଖଗେଶ୍ୱର ଶେଠ
ଖଗେଶ୍ୱର ଶେଠ(୧୯୦୬-୧୯୮୭) ବରଗଡ଼ ଜିଲ୍ଲାର ସରସରାଠାରେ ଜନ୍ମ ହୋଇଥିଲେ। ଜାତିରେ ଜଣେ କେଉଟ ହୋଇ, ବ୍ୟକ୍ତିଗତ ଜୀବନରେ ଦୁଃଖ କଷ୍ଟ ମଧ୍ୟରେ ରହି ସୁଦ୍ଧା ସେ ଅନେକ ବଳିଷ୍ଠ କବିତା ରଚନା କରିଯାଇଛନ୍ତି। ସେ ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ କବିତା ରଚନା କରିଥିଲେ। ତାଙ୍କ ରଚିତ କବିତା ସଙ୍ଗଳନ ମଧ୍ୟରେ ‘ପ୍ରଣୟ ପତ୍ରିକା’, ‘ସୁରଙ୍ଗୀ’, ‘ଉତ୍କଳ କବିତା’, ‘ଅନ୍ତିମ ଚିନ୍ତା’ ଆଦି ଅନ୍ୟତମ। ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଜ୍ୟୋତି ବିହାର ଭାବେ ନାମକରଣ ତାଙ୍କ ଦ୍ୱାରା ହୋଇଥିଲା।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ