ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କାଶୀନାଥ ନନ୍ଦୀ
ରାଉରକେଲା: ପେଶାରେ ଶିକ୍ଷକତା କରୁଥିବା କାଶୀନାଥ ନନ୍ଦୀଙ୍କ ନିଶା ହେଉଛି ଗଳ୍ପ ଲେଖିବା୤ ଏହା ବ୍ୟତୀତ ସେ କେତୋଟି ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ତିନିକାଳ ଓ ଭଲ ମଣିଷ ଆଦି ଅନ୍ୟତମ୤ ଇସ୍ପାତ ସହରର ଜଣେ ଜଣାଶୁଣା ଗାଳ୍ପିକ ଭାବେ ପରିଚିତ ଶ୍ରୀ ନନ୍ଦୀଙ୍କର ଅନେକ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଅଦ୍ୟାବଧି ସେ ବେଦବ୍ୟାସ ସାହିତ୍ୟ ସମ୍ମାନ, ପଞ୍ଚମସ୍ତମ୍ଭ ସାହିତ୍ୟ ସମ୍ମାନ, କାରୁବାକୀ ସାହିତ୍ୟ ସମ୍ମାନ ଆଦି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ